କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି କାର୍ ଅଟକିଯାଇଛି। ପ୍ରବଳ କୁହୁଡ଼ି ଯୋଗୁ ମହିଁସା କୁଦରେ ୩୦ ମିନିଟ୍ ହେଲା ଅଟକିଛି ଭସାପୋଲ। ସୂଚନାଯୋଗ୍ୟ, ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଏହି ଭସାପୋଲ ଆସୁଥିଲା।
Dharitri – Odisha’s No.1 Odia Daily


