Posted inଫୁରସତ

ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ ‘ମହୀଶୂର’

ବେଙ୍ଗାଲୁରୁ: ପ୍ରସିଦ୍ଧ ତଥା ଭାରତୀୟ ମିଠା ଭାବେ ମହୀଶୂର ପାକ୍‌କୁ ଟେଷ୍ଟ ଆଟଲାସ ଦୁନିଆର ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ର ମାନ୍ୟତା ଦେଇଛି। ମହୀଶୂର ସର୍ବୋତ୍ତମ ଭାବେ ୧୪ ନଂ. ର଼୍ୟାଙ୍କ୍‌ରେ ରହିଛି। ଏଥିସହ ଭାରତର ଆଉ ୨ଟି ମିଠା ଫାଲୁଦା ଏବଂ କୁଲ୍‌ଫି ଏହି ଲିଷ୍ଟରେ ଯୋଡ଼ି ହୋଇଛି। ଟେଷ୍ଟ ଆଟଲାସ ହେଉଛି ଏକ ପ୍ରସିଦ୍ଧ ଖାଦ୍ୟ ଆଧାରିତ ପତ୍ରିକା, ଯାହା ପୃଥିବୀର ବିଭିନ୍ନ ସ୍ଥାନରୁ ଷ୍ଟ୍ରିଟ୍‌ ଖାଦ୍ୟ ବିଷୟରେ ସମୀକ୍ଷା କରିବା ସହ ସୂଚନା ଦେଇଥାଏ। ମହୀଶୂର ପ୍ୟାଲେସରୁ ସୃଷ୍ଟି ହୋଇଥିବା ଏହି ମିଠା ଦକ୍ଷିଣ ଭାରତୀୟଙ୍କ ମଧ୍ୟ ହୃଦୟ ଜିତିପାରିଛି। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏକ ଟୁଇଟ୍‌ରେ ମହୀଶୂରକୁ ମିଳିଥିବା ଷ୍ଟ୍ରିଟ୍‌ ଫୁଡ୍‌ର ମାନ୍ୟତା ପାଇଁ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଟେଷ୍ଟ ଆଟଲାସ ଦ୍ୱାରା ବିଶ୍ୱର ୫୦ଟି ଷ୍ଟ୍ରିଟ୍‌ ଫୁଡ୍‌ ମିଠା ଭିତରେ ମହୀଶୂର ୧୪ତମ ସ୍ଥାନରେ ରହିଛି। ଏଥିପାଇଁ କନ୍ନଡ଼ିଗାସ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। କର୍ନାଟକର ମହୀଶୂର ପ୍ୟାଲେସ ନାମରେ ଏହାର ନାମକରଣ ହୋଇଥିଲେ ମଧ୍ୟ କୁହାଯାଏ ଯେ ଏହା ତାମିଲନାଡୁରେ ପ୍ରଥମେ ସୃଷ୍ଟି ହୋଇଥିଲା। ପରେ ଏହା ମହୀଶୂରକୁ ଚୋରା ଚାଲାଣ କରାଯାଇଥିଲା। ତେବେ ଉପମୁଖ୍ୟମନ୍ତ୍ରୀ ଶିବକୁମାର ମହୀଶୂରର ହିଁ ଏହାର ଉତ୍ପତ୍ତିସ୍ଥଳ ବୋଲି କହିଛନ୍ତି। ଏହା ମହୀଶୂର ପ୍ୟାଲେସରେ ସୃଷ୍ଟି ହୋଇଥିଲା, ଯାହା ଏବେ ଘରେ ଘରେ ଆଦରଣୀୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri