ଘର କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ ଦେଉଛି ଶସ୍ତାରେ Home loan

ନୂଆଦିଲ୍ଲୀ,୨୦।୨: ଘର କିଣିବା ବା କରିବା ପୂର୍ବରୁ ଆପଣ ବ୍ୟାଙ୍କରୁ ହୋମଲୋନ୍‌ ବା ଗୃହଋଣ ନେଇଥା’ନ୍ତି। ଋଣ ନେବା ପୂର୍ବରୁ, ଲୋକମାନେ ବିଭିନ୍ନ ବ୍ୟାଙ୍କର ଗୃହଋଣ ସୁଧ ହାର ସବୁ ବ୍ୟାଙ୍କ ସହ ତୁଳନା କରଥାନ୍ତି। ଅଧିକାଂଶ ବ୍ୟାଙ୍କ ୯-୧୧ ଶତକଡା ଗୃହଋଣ ପ୍ରଦାନ କରିଥାନ୍ତି। କିନ୍ତୁ, ଏହି ସୁଧହାର କ୍ରେଡିଟ ସ୍କୋର ଏବଂ ଋଣ ନେଉଥିବା ପରିମାଣ ଉପରେ ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା ଦେଶର ପ୍ରମୁଖ ବ୍ୟାଙ୍କଗୁଡିକ ଗୃହଋଣ ପାଇଁ କେତେ ସୁଧ ଦେଉଛନ୍ତି।

Hdfc Bank

HDFC ବ୍ୟାଙ୍କର salleried ଓ Self-Employed Borrowers ଙ୍କୁ ୮.୫୫ ପ୍ରତିଶତରୁ ୯.୧୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ଗୃହଋଣ ଦିଆଯାଉଛି। salleried ଓ Self-Employed Borrowers ଙ୍କୁ standard ଗୃହଋଣ ୮.୯ରୁ ୯.୬୦ପ୍ରତିଶତ ମଧ୍ୟରେ ମିଳୁଛି।

Icici Bank

ଆଇସିଆଇସିଆଇ ବ୍ୟାଙ୍କ ୮୦୦କ୍ରେଡିଟ୍‌ ସ୍କୋର ଥିବା ବ୍ୟକ୍ତିଙ୍କ ଠାରୁ ଗୃହଋଣ ପାଇଁ ୯ ପ୍ରତିଶତ ଚାର୍ଜ କରିଥାଏ। ୭୫୦-୮୦୦ମଧ୍ୟରେ କ୍ରେଡିଟ ସ୍କୋର ଥିବା ଲୋକଙ୍କୁ ୯.୧୦ ପ୍ରତିଶତ (self employee) ୯ ପ୍ରତିଶତ (ବେତନ ପ୍ରାପ୍ତ ଶ୍ରେଣୀ ପାଇଁ) ସୁଧ ହାର ପ୍ରଦାନ କରାଯାଏ। ଏହି ସୁଧହାର ୨୦୨୪ ଫେବୃଆରୀ ୨୯ ପର୍ଯ୍ୟନ୍ତ ବୈଧ ଅଟେ।

Kotak Mahindra Bank

ଦେଶର ବେସରକାରୀ ଋଣଦାତା କୋଟାକ ମହିନ୍ଦ୍ରା ବ୍ୟାଙ୍କ ବେତନ ପ୍ରାପ୍ତ ଶ୍ରେଣୀଙ୍କୁ ୯ପ୍ରତିଶତରୁ କମ ସୁଧ ହାରରେ ଗୃହଋଣ ପ୍ରଦାନ କରୁଛି। ବେତନ ପ୍ରାପ୍ତ ଶ୍ରେଣୀଙ୍କ ଠାରୁ ଗୃହଋଣରେ ୮.୭୦ ପ୍ରତିଶତ ସୁଧହାର ଆଦାୟ କରାଯାଉଛି। ଅନ୍ୟପକ୍ଷରେ, ସ୍ବଂୟ ନିଯୁକ୍ତ ବ୍ୟକ୍ତିଙ୍କୁ ଗୃହଋଣ ଉପରେ ୮.୭୫ପ୍ରତିଶତ ସୁଧ ଆଦାୟ କରାଯାଉଛି।

Whatsapp Image 2024 02 20 At 17.48.31

ଏହି ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣର ପରିମାଣ, କ୍ରେଡିଟ ସ୍କୋର ଏବଂ LTV ଅନୁପାତ ଉପରେ ନିର୍ଭର କରି ୯.୪୦ ପ୍ରତିଶତରୁ ୧୧.୧୦ ପ୍ରତିଶତ ମଧ୍ୟରେ ସୁଧହାରରେ ଗୃହଋଣ ପ୍ରଦାନ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri