Posted inଫୁରସତ

ପରିତ୍ୟକ୍ତ ମାସ୍କରେ ସୁନ୍ଦର ଗାଉନ୍‌

କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱ କେତେ ତାହା ସମସ୍ତେ ଜାଣନ୍ତି। ତେବେ ଏହାର ବହୁଳ ବ୍ୟବହାର ଯୋଗୁ ଏହାକୁ ନେଇ ଆବର୍ଜନା ବି ବଢ଼ିବାରେ ଲାଗିଛି। ହେଲେ କିଛି ସୃଜନଶୀଳ ମଣିଷ ଏହି ସମସ୍ୟାକୁ ଏଡ଼େଇବା ପାଇଁ ପରିତ୍ୟକ୍ତ ମାସ୍କକୁ ସୃଜନଶୀଳ ଉପାୟରେ ବ୍ୟବହାର କରୁଛନ୍ତି। ଯେମିତି କି ବ୍ରିଟେନ୍‌ର ଫ୍ୟାଶନ ଡିଜାଇନର୍‌ ଟମ୍‌ ସିଲ୍‌ଭର୍‌ଉଡ୍‌ ପରିତ୍ୟକ୍ତ ମାସ୍କକୁ ବ୍ୟବହାର କରି ତିଆରି କରିଛନ୍ତି ଏକ ସୁନ୍ଦର ଓ୍ବେଡିଂ ଗାଉନ୍‌। ଏହି ଗାଉନ୍‌୍‌କୁ ଦେଖିଲେ କେହି ବି ପ୍ରଶଂସା ନ କରି ରହିପାରିବେ ନାହିଁ। ଫ୍ୟାଶନ୍‌ ଡିଜାଇନର୍‌ ଟମ୍‌ ଏହାକୁ ତିଆରି କରିବା ଲାଗି ୧୫୦୦ଟି ଧଳା ରଙ୍ଗର ପରିତ୍ୟକ୍ତ ମାସ୍କ ବ୍ୟବହାର କରିଛନ୍ତି। ଆଉ ଅଣ୍ଟା ନିକଟରେ ହାଇଲାଇଟ୍‌ ଦେବା ପାଇଁ ଡିସ୍‌ପୋଜେବଲ୍‌ ପ୍ଲାଷ୍ଟିକ ପିପିଇକୁ ମଧ୍ୟ ବ୍ୟବହାର କରିଛନ୍ତି। ଉକ୍ତ ଗାଉନ୍‌କୁ ମଡେଲ ଜେମିମା ହୈମ୍ବ୍ରୋ ପିନ୍ଧି ଲଣ୍ଡନର ସେଣ୍ଟ ପଲ୍‌ କ୍ୟାଥେଡ୍ରାଲ ନିକଟରେ ଫଟୋଶୁଟ୍‌ କରିଥିଲେ। ମାସ୍କରେ ତିଆରି ଏହି ଗାଉନ୍‌ ଏତେ ସୁନ୍ଦର ଓ ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ, ଏବେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri