ବଲିଉଡ କମେଡିଆନ୍‌ଙ୍କ ବାର୍ବି ଲୁକ୍‌, ଜନି ଲେଭେରଙ୍କ ଠାରୁ କପିଲ ଶର୍ମା ଏହି ଲୁକ୍‌ରେ ଆସିଛନ୍ତି ନଜର

ମୁମ୍ବାଇ: ବର୍ତ୍ତମାନ ବଲିଉଡ ହେଉ କି ହଲିଡଡ ସେଲିବେଟ୍ରିଙ୍କ ବାର୍ବି ଲୁକ୍‌ ଏବେ ଚର୍ଚ୍ଚାରେ। କେବଳ ଅଭିନେତ୍ରୀ ନୁହେଁ ଅଭିନେତାମାନେ ମଧ୍ୟ ବାର୍ବି ଲୁକ୍‌ରେ ନଜର ଆସିଛନ୍ତି। ଖାସ୍‌ କରି ଏହି ପପୁଲାର କମେଡିଆନଙ୍କ ବାର୍ବି ଲୁକ୍‌କୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଫଟୋଗୁଡିକ ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି।

Share