ଚଳିତ ବର୍ଷ ଓଡ଼ିଶାରେ ୫୫ ଦିନ ବନ୍ଦ ରହିବ ବ୍ୟାଙ୍କ; ଜାଣନ୍ତୁ ସମ୍ପୂର୍ଣ୍ଣ ଛୁଟି ତାଲିକା

ଭୁବନେଶ୍ୱର,୮ା୧: ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଜାତୀୟ ଛୁଟିଦିନ, ଆଞ୍ଚଳିକ ପର୍ବପର୍ବାଣୀ ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଓଡ଼ିଶାର ସାଂସ୍କୃତିକ ପର୍ବ ଯଥା ରଥଯାତ୍ରା, ନୂଆଖାଇ, ରଜ ସଂକ୍ରାନ୍ତି, ମହା ବିଷୁବ ସଂକ୍ରାନ୍ତି (ଓଡ଼ିଆ ନବବର୍ଷ) ଏବଂ ଦୁର୍ଗାପୂଜା ପାଇଁ ବ୍ୟାଙ୍କଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି। ଏଥିସହିତ ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଗାନ୍ଧୀ ଜୟନ୍ତୀ ଭଳି ଜାତୀୟ ଦିବସରେ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ।

୨୦୨୬ ମସିହାର ବ୍ୟାଙ୍କ ଛୁଟି ତାଲିକା:

ମାସ ତାରିଖ ଏବଂ ଛୁଟିର କାରଣ

ଜାନୁଆରୀ ୧୦ (୨ୟ ଶନିବାର), ୧୪ (ମକର ସଂକ୍ରାନ୍ତି), ୨୩ (ବସନ୍ତ ପଞ୍ଚମୀ), ୨୪ (୪ର୍ଥ ଶନିବାର), ୨୬ (ଗଣତନ୍ତ୍ର ଦିବସ)

ଫେବୃଆରୀ ୧୪ (୨ୟ ଶନିବାର), ୧୫ (ମହାଶିବରାତ୍ରି), ୨୮ (୪ର୍ଥ ଶନିବାର)

ମାର୍ଚ୍ଚ ୩ (ହୋଲି), ୫ (ପଞ୍ଚାୟତିରାଜ ଦିବସ), ୧୪ (୨ୟ ଶନିବାର), ୨୧ (ଈଦ୍-ଉଲ୍-ଫିତର), ୨୭ (ରାମ ନବମୀ), ୨୮ (୪ର୍ଥ ଶନିବାର)

ଏପ୍ରିଲ ୧ (ଉତ୍କଳ ଦିବସ/ବ୍ୟାଙ୍କ ବାର୍ଷିକ ଆକାଉଣ୍ଟ ବନ୍ଦ), ୩ (ଗୁଡ୍ ଫ୍ରାଇଡେ), ୧୧ (୨ୟ ଶନିବାର), ୧୪ (ମହା ବିଷୁବ ସଂକ୍ରାନ୍ତି), ୨୫ (୪ର୍ଥ ଶନିବାର)

ମେ ୯ (୨ୟ ଶନିବାର), ୨୩ (୪ର୍ଥ ଶନିବାର), ୨୭ (ବକ୍ରିଦ୍)

ଜୁନ ୧୩ (୨ୟ ଶନିବାର), ୧୪ (ପହିଲି ରଜ), ୧୫ (ରଜ ସଂକ୍ରାନ୍ତି), ୨୬ (ମହରମ), ୨୭ (୪ର୍ଥ ଶନିବାର)

ଜୁଲାଇ ୧୧ (୨ୟ ଶନିବାର), ୧୬ (ରଥଯାତ୍ରା), ୨୫ (୪ର୍ଥ ଶନିବାର)

ଅଗଷ୍ଟ ୮ (୨ୟ ଶନିବାର), ୧୫ (ସ୍ୱାଧୀନତା ଦିବସ), ୨୨ (୪ର୍ଥ ଶନିବାର), ୨୫ (ଈଦ୍-ଏ-ମିଲାଦ), ୨୭ (ଝୁଲଣ ପୂର୍ଣ୍ଣିମା)

ସେପ୍ଟେମ୍ବର ୪ (ଜନ୍ମାଷ୍ଟମୀ), ୧୨ (୨ୟ ଶନିବାର), ୧୫ (ଗଣେଶ ଚତୁର୍ଥୀ), ୧୬ (ନୂଆଖାଇ), ୨୬ (୪ର୍ଥ ଶନିବାର)

ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ), ୧୦ (ମହାଳୟା), ୧୮ (ମହା ସପ୍ତମୀ), ୧୯ (ମହା ଅଷ୍ଟମୀ), ୨୦ (ମହା ନବମୀ), ୨୧ (ବିଜୟା ଦଶମୀ), ୨୪ (୪ର୍ଥ ଶନିବାର), ୨୫ (ଲକ୍ଷ୍ମୀ ପୂଜା)

ନଭେମ୍ବର ୮ (ଦୀପାବଳି), ୧୪ (୨ୟ ଶନିବାର), ୨୪ (କାର୍ତ୍ତିକ ପୂର୍ଣ୍ଣିମା), ୨୮ (୪ର୍ଥ ଶନିବାର)

ଡିସେମ୍ବର ୧୨ (୨ୟ ଶନିବାର), ୨୫ (ବଡ଼ଦିନ), ୨୬ (୪ର୍ଥ ଶନିବାର)


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଶୁଦ୍ଧିକ୍ରିୟା ସାରି ଫେରିବା ବେଳକୁ ଘରେ କଳାକନା ….

ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ…

ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର…

Ind Vs Zim LIVE Score: ୭୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ, ସେମିଫାଇନାଲ ଖେଳିବା ହେଲା ନିଶ୍ଚିତ!

ଚେନ୍ନାଇ,୨୬।୨: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ମାଟିରେ ଟିମ…

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ…

କଳସ ଯାତ୍ରାରେ ବାଣ ବିସ୍ଫୋରଣ, 10ରୁ ଉର୍ଦ୍ଧ୍ବ ଆହତ

କେନ୍ଦ୍ରାପଡା,୨୬।୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଗୁଲୁନଗର ଗାଁରେ ବଡ଼ ଅଘଟଣ । ବାଣ ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ସାମାନ୍ୟ ଭୁଲରୁ ଉତ୍ସବ ସ୍ଥଳ…

OTET ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା: ଆସନ୍ତା ୫ରେ ହେବ ଶୁଣାଣି

କଟକ,୨୬ା୨(ପ୍ରଭୁ କଲ୍ୟାଣ ମହାପାତ୍ର): ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି।…

ଅଧାରେ ରହିଲା ଘର ବାହୁଡା, ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

ବଲାଙ୍ଗୀର,୨୬।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଳା, ଭିଣୋଇଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri