Categories: ଜାତୀୟ

‘ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ ’

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ କହିଛନ୍ତି ଯେ, ବାୟୁ ପ୍ରଦୂଷଣ କେବଳ ଜାତୀୟ ରାଜଧାନୀର ସମସ୍ୟା ନୁହେଁ। ଏଥିରେ କେନ୍ଦ୍ର ହସ୍ତକ୍ଷେପ କରିବା ସହ ଦାୟିତ୍ୱ ଗ୍ରହଣ କରିବାକୁ କେଜିର୍‌ଓ୍ବାଲ ଅନୁରୋଧ କରିଛନ୍ତି। ଅନ୍ୟପଟେ, କେଜିର୍‌ଓ୍ବାଲ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Share