ସାପ କାମୁଡାରେ ଶିଶୁକନ୍ୟା ମୃତ: ସାପ ସହ ଝିଅକୁ ଧରି ହସ୍ପିଟାଲରେ ପରିବାର ଲୋକେ

ଲଙ୍ଗଳେଶ୍ୱର, ୨୮।୧୧(ଡି.ଏନ.ଏ.): ବିଛଣାରେ ମା’ ବାପା ସହ ଶୋଇଥିବା ବେଳେ ୮ ମାସର ଝିଅକୁ କାମୁଡ଼ିଲା ସାପ।  ଝିଅର ଜୀବନ ବଞ୍ଚାଇବା ଆଶାରେ ତାଙ୍କ ବାପା ସାପ ସହିତ ଝିଅକୁ ଧରି  ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ସିଂଲା ଥାନା ବାୟା ଗ୍ରାମରେ।
ରବିବାର ରାତିରେ ଦିଲୀପ ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ୮ ମାସର ଶିଶୁ କନ୍ୟା ପ୍ରିୟଙ୍କାଙ୍କ ସହ ମଶାରି ଭିତରେ ଶୋଇଥିଲେ। ଭୋର ସମୟରେ ଝିଅଟି ହଠାତ୍‌ କାନ୍ଦିବାରୁ ମା’ବାପା ଉଠିଯାଇ ମଶାରି ଭିତରେ ଏକ ସାପ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହାସହ ଝିଅର ହାତ ପାପୁଲିରେ ରକ୍ତ ବାହାରୁଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକେ ଉକ୍ତ ସାପକୁ ଏକ ଡବାରେ ପୂରାଇ ଝିଅକୁ ନେଇ ନିକଟସ୍ଥ ବସ୍ତା ହସ୍ପିଟାଲ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ଲଙ୍କାଗଡ଼ ଜଙ୍ଗଲ, ଚାରିଆଡ଼େ ଧୂଆଁମୟ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କୁଲାଡ଼ ବିଟ୍‌ ଅଧୀନରେ ଥିବା ବାରୁଡ଼ା ଲଙ୍କାଗଡ଼ ପାହାଡ଼ରେ ଥିବା ଜଙ୍ଗଲ ଶୁକ୍ରବାର ରାତିରେ ଜଳିଯାଇଛି।…

କୋହଲିଙ୍କ ବିରାଟ ଛକା ଦେଖି ଷ୍ଟାଡିୟମରେ ଏମିତି ନାଚି ଉଠିଲେ ଅନୁଷ୍କା ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୪: ଗତ ଶୁକ୍ରବାର, IPL 2026 ର ୩୪ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ନିଜ…

ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌: ଏସିଆର ୧୬୯, ଦେଶରେ ୬ଷ୍ଠ ସ୍ଥାନରେ କିଟ୍‌

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା):ଚଳିତବର୍ଷ ଦି ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଂ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ବିଶ୍ୱସ୍ତରୀୟ ର଼୍ୟାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏବର୍ଷ…

ଋଣ ଭାର ସହି ନପାରି ବେକରେ ରଶି ଲଗାଇ ଝୁଲିପଡିଲେ ବୃଦ୍ଧ ଦମ୍ପତି

ଗାଙ୍ଗପୁର,୨୫।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନଥିବାବେଳେ ବେକରେ…

ଅତର୍କିତ ଆକ୍ରମଣ: ବାପ ପୁଅ ସମେତ ୪ ଆହତ

ଆସିକା,୨୫।୪(ସୁରେନ୍ଦ୍ର ନାଥ ସାହୁ) : ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅତର୍କିତ ଆକ୍ରମଣରେ ଗୋଟିଏ ପରିବାରର ବାପା ଓ…

ଇସ୍ତଫା ଦେବାକୁ ନିଜେ କହିଥିଲେ କେଜରିଓ଼୍ବାଲ, ରାଘବ ଚଢାଙ୍କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ର ଦଶ ଜଣ ଏମପିଙ୍କ ମଧ୍ୟରୁ ସାତ ଜଣ ଦଳ ଛାଡିଛନ୍ତି। ଏହି ଏମପିମାନଙ୍କ ମଧ୍ୟରୁ ଛଅ ଜଣ ପଞ୍ଜାବର…

ଭାରତ ଆଗରେ ଆଉ ଏକ ସଙ୍କଟ: ସାବୁନ ଠାରୁ ଆରମ୍ଭ କରି ଚିପ୍ସ, ବିସ୍କୁଟ ପର୍ଯ୍ୟନ୍ତ ସବୁକିଛି ହୋଇଯିବ ମହଙ୍ଗା! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୪: ଇରାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ଭାରତ ପୂର୍ବରୁ ଅଶୋଧିତ ତୈଳ ଯୋଗାଣର ଅଭାବର ସମ୍ମୁଖୀନ ହେଉଛି। ବର୍ତ୍ତମାନ, ପାମ…

ଅକ୍ଷୟ କୁମାରଙ୍କ ଝିଅକୁ ନଗ୍ନ ଫଟୋ ମାଗିବା ପଡିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କଲା ଏବେ ସାଇବର ପୋଲିସ

ମୁମ୍ବାଇ,୨୫।୪: ଅକ୍ଷୟ କୁମାର ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। ସେ ଦୁଇଟି ସନ୍ତାନର ପିତା। ତାଙ୍କର ପୁଅଙ୍କ ନାଁ ଆରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri