ବାବୁସାନ୍‌ଙ୍କୁ ଜେରା

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ବାବୁସାନ୍‌ ମହାନ୍ତିଙ୍କ ଜନ୍ମଦିନ। ତେବେ ଜନ୍ମଦିନରେ ବାବୁସାନ୍‌ ଶନିବାର ଖାଳବେଳ ଥାନାରେ ପହଞ୍ଚତ୍ଛନ୍ତି।
ମା’ ଅପରାଜିତା ମହାନ୍ତିଙ୍କ ସହ ସେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ସ୍ତ୍ରୀ ତୃପ୍ତି କରିଥିବା ଅଭିଯୋଗରେ ତାଙ୍କୁ ଥାନାରେ ଜେରା କରାଯାଉଛି।