ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୫ ରାଶିରେ ଦୁର୍ଲଭ ସଂଯୋଗ ! ବର୍ଷ ସାରା ଅଭାବ ରହିବନି ଟଙ୍କା…

ଆରମ୍ଭ ହୋଇଯାଇଛି ନୂଆ ବର୍ଷ ।ତେବେ ୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ମେଷ, ବୃଷ, କର୍କଟ, କନ୍ୟା ଏବଂ ଧନୁ ରାଶି ପାଇଁ ଅତ୍ୟନ୍ତ ସଫଳତା ଆଣିଦେବ । ଆର୍ଥିକ ଲାଭ, କ୍ୟାରିୟରରେ ଅଭିବୃଦ୍ଧି ଏବଂ ଅପ୍ରତ୍ୟାଶିତ ସୁଯୋଗ ଆଣିବ ।

ମେଷ:  ମେଷ ରାଶିରେ ୨୦୨୬ ବର୍ଷ ବେଶ ଆରାମରେ କଟିବ । ଦୀର୍ଘ ଦିନ ହେଲା ଲାଗି ରହିଥିବା ସମସ୍ୟା ଦୂର ହେବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଏହି ରାଶିର ବ୍ୟକ୍ତି ହଠାତ୍ ଧନ ଲାଭ କରିବେ । ଅଚାନକ୍ ହାତକୁ ଆସିଯିବ ଟଙ୍କା । କ୍ୟାରିୟରରେ ଅଗ୍ରଗତି କରିବ । ସଫଳତା ପାଇବେ ।

ବୃଷ: ୨୦୨୬ରେ ବୃଷ ରାଶିର ବ୍ୟକ୍ତିଙ୍କ ଅତ୍ୟନ୍ତ ଶୁଭ ହେବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସଫଳ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସମୟ ରହିବ । ନୂଆ କିଛି କରିବାକୁ ପ୍ରୟାସ କରିବେ ଏବଂ ସଫଳ ମଧ୍ୟ ହୋଇପାରନ୍ତି ।

କର୍କଟ:  କର୍କଟ ରାଶିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିଦେବେ । ରୋଜଗାରର ନୂଆ ରାସ୍ତା ଖୋଲିବ । ନୂତନ ଚାକିରି, ପଦୋନ୍ନତି, ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ହେବ । ସମ୍ମାନ ଏବଂ ସ୍ବାଭିମାନ ବୃଦ୍ଧି ପାଇବ । ହଠାତ୍ ଆର୍ଥିକ ଲାଭ ହେବ ।

କନ୍ୟା: କନ୍ୟା ରାଶିରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବ । ଏହି ରାଶିରେ କିଛି ଚମତ୍କାର ଘଟଣା ଘଟିବ । ଯାହାକି ଭାଗ୍ୟ ବଦଳାଇ ଦେଇପାରେ । କ୍ୟାରିୟରରେ ଅଗ୍ରଗତି ହେବାର ସମ୍ଭାବନା ଅଧିକ । ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭବାନ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।

ଧନୁ ରାଶି:  ଧନୁ ରାଶିର ବ୍ୟକ୍ତିଙ୍କ ସୁଖ ଏବଂ ସମୃଦ୍ଧି ବଢିବ । ବଡ଼ ସୁଯୋଗ ପାଇପାରନ୍ତି । ସବୁଠୁ ବଡ ଇଚ୍ଛା ପୂରଣ ହୋଇପାରେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।

 


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ...

ସରସ୍ୱତୀ ପୂଜାରେ ବଡ଼ ସଂଯୋଗ, ୪ ରାଶିରେ ହଠାତ୍ ମିଳିବ ଖୁସି ଖବର

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ...

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି...

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର...

ପାକିସ୍ତାନରେ ୨୩ ମାର୍ଚ୍ଚରେ କାହିଁକି ପାଳନ କରାଯାଏ ଗଣତନ୍ତ୍ର ଦିବସ? ଲାହୋର ସହ ରହିଛି ଲିଙ୍କ୍‌

ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସର ଆକର୍ଷଣ କେବଳ କର୍ତ୍ତବ୍ୟ ପରେଡ ପର୍ଯ୍ୟନ୍ତ...

କାଲିଠୁ ୪ଦିନ ସ୍କୁଲ ଛୁଟି! ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୨।୧: ସରସ୍ୱତୀ ପୂଜା, ପ୍ରବଳ ଶୀତ ଲହରୀ ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍କୁଲ ଛୁଟି ସମ୍ପର୍କରେ ନୂତନ ନିର୍ଦ୍ଦେଶ ଜାରି କରିଛି।...

‘ସୂର୍ଯ୍ୟକୁମାରଙ୍କ ଉପରେ ୫୦୦ କୋଟିର ମାନହାନି ମାମଲା କରିବି’, ଅଭିନେତ୍ରୀଙ୍କ ବଡ଼ ଦାବି, କହିଲେ…

ନୂଆଦିଲ୍ଲୀ,୨୨।୧: ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅଭିନେତ୍ରୀ ଖୁସି ମୁଖାର୍ଜୀଙ୍କ ମଧ୍ୟରେ ବିବାଦ ବଢ଼ିବା ପରି ମନେ ହେଉଛି। ଅଭିନେତ୍ରୀ ଏବେ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri