ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ ଅତୁଳନୀୟ ଗ୍ରାହକ ସେବାପ୍ରାପ୍ତ କରିବାର ସୁବିଧା ପ୍ରଦାନ କରୁଛି। ପାରମ୍ପରିକ ଭାବେ ଭାରତରେ ବୀମା ଶିଳ୍ପର ଚାହିଦା ରହିଛି। କିଛି ବର୍ଷ ମଧ୍ୟରେ ବୀମାର ବ୍ୟବହାରକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି। ମୁଖ୍ୟତଃ ଟାୟାର-୨ ଓ ଟାୟାର-୩ ଅଞ୍ଚଳ ସହ ଗାଁଗହଳିରେ ଥିବା ଗ୍ରାହକମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ଏଥିମଧ୍ୟରେ ମୁଖ୍ୟତଃ ମଧ୍ୟମ ବର୍ଗ, ଉଚ୍ଚ ମଧ୍ୟମ ବର୍ଗ ଓ ଗ୍ରାମାଞ୍ଚଳ କ୍ଷେତ୍ରରେ ରହୁଥିବା ଗ୍ରାହକମାନେ ଅନ୍ତର୍ଭୁକ୍ତ ରହିଥିଲାବେଳେ ଉପରୋକ୍ତ ସମସ୍ତ ଗ୍ରାହକ ବର୍ଗରେ ବୀମାର ବ୍ୟବହାର ବୃଦ୍ଧି ଉପରେ ମୁଖ୍ୟତଃ ଧ୍ୟାନଦେବା ସହ ବାଗୀ ବର୍ତ୍ତମାନ ଗ୍ରାହକମାନଙ୍କର ବିଶେଷ ବର୍ଗକୁ ମଧ୍ୟ ସେବା ପ୍ରଦାନ କରିବ; ଯେଉଁଥିରେ ସାଧାରଣତଃ ବର୍ଦ୍ଧିତ କଭରେଜ୍‌ ସୀମା ସହ ଇନ୍‌ସ୍ୟୁରାନ୍ସଜନିତ ସମାଧାନ ମଧ୍ୟ ଆବଶ୍ୟକ ହୋଇଥାଏ।

ଏପରି ବିବେକଶୀଳ ଗ୍ରାହକମାନଙ୍କର ଆର୍ଥତ୍କ ଓ ଜୀବନଶୈଳୀର ପସନ୍ଦ ସହ ସଂଯୁକ୍ତ ଥିବା ବହୁମୁଖୀ ଆବଶ୍ୟକତା ଓ ବ୍ୟାପକ ସୁରକ୍ଷାକୁ ଚିହ୍ନଟକରି ପ୍ରିଭେ ପାରମ୍ପରିକ ଇନ୍‌ସ୍ୟୁରାନ୍ସଠାରୁ ବହୁତ ଅଧିକ ସୁବିଧା ପ୍ରଦାନ କରିଥାଏ। ଏ ସମ୍ପର୍କରେ ବାଗୀର ଏମ୍‌ଡି ତଥା ସିଇଓ ତପନ ସିଂଘେଲ କହିଛନ୍ତି, ଆମର ମୂଳ ଉଦ୍ଦେଶ୍ୟ ହେଉଛି, ସାରା ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରୁଥିବା ଅଗ୍ରଣୀ ବୀମା ସେବା (ଇନ୍‌ସ୍ୟୁରାନ୍ସ ସଲ୍ୟୁସନ) ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା। ଏପରିକି ପ୍ରିଭେ ଜରିଆରେ ଆମେ ନିରନ୍ତର ଭାବେ ଅଭିନବତା ଆଣୁଛୁ ଓ ବିବେକଶୀଳ ବ୍ୟକ୍ତିମାନଙ୍କର ବିଶିଷ୍ଟ ଆବଶ୍ୟକତାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ। ସେହିଭଳି ଆମେ ଜାଣୁ ଯେ ସେମାନଙ୍କର ଅତ୍ୟାଧୁନିକ ଆସେଟ୍‌ ପୋର୍ଟଫୋଲିଓ,ଆସ୍ୟୁଟ୍‌ ଫାଇନାନ୍ସିଆଲ ପ୍ଲାନିଂ ଏବଂ ବିଶିଷ୍ଟ ଲାଇଫଷ୍ଟାଇଲ୍‌ ପାରମ୍ପରିକ ମାନଦଣ୍ଡରୁ ଆଗରେ ଥିବା ଇନ୍‌ସ୍ୟୁରାନ୍ସ ଅଫରିଂ ଆବଶ୍ୟକ କରିଥାଏ ା


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri