Posted inଫୁରସତ

ସଚେତନତା ହିଁ ନିଦାନ

ଶରୀରରେ କୌଣସି ସମସ୍ୟା ସୃଷ୍ଟିହେବା ପୂର୍ବରୁ ଏଥିରୁ ଦୂରେଇରହିବା ଲାଗି ପଦକ୍ଷେପ ଗ୍ରହଣ କରିବା ଏବଂ ସଚେତନ ହେବା ହିଁ ପ୍ରକୃତ ନିଦାନ। କେତେକ ଲୋକଙ୍କଠାରେ ମନେ ରଖିବା ଶକ୍ତି ନ ଥାଏ। ସେମାନଙ୍କ ସ୍ମୃତିଶକ୍ତିରେ ଅନିୟମିତତା ପରିଲକ୍ଷିତ ହୋଇଥାଏ। ସେମାନେ କେଉଁ ସ୍ଥିତିରେ , କେଉଁଠାରେ ଅଛନ୍ତି ତାହା କିଛି ମନେରଖିପାରନ୍ତ ନାହିଁ। ଏଭଳି ସମସ୍ୟାକୁ ଚିକିତ୍ସା ବିଜ୍ଞାନରେ ଆଲ୍‌ଝିମର କୁହାଯାଏ।
ଏହି ଦ୍ରୁତ ଗତିଶୀଳ ଦୁନିଆରେ ଜିନିଷ ଏବଂ ଘଟଣାକୁ ଭୁଲିଯିବା ଏକ ନିୟମିତ ଘଟଣା ହୋଇପାରେ। ଅବଶ୍ୟ ଏହି ପରିସ୍ଥିତି କେତେକ କ୍ଷେତ୍ରରେ ଆଲ୍‌ଝିମର ସମସ୍ୟାର ଆରମ୍ଭକୁ ସୂଚାଇପାରେ। ଏହା ଏକ ସାଧାରଣ ପ୍ରକାର ଡିମେନ୍ସିଆ ଯାହା ଧୀରେ ଧୀରେ ସ୍ମୃତିଶକ୍ତି ହ୍ରାସ କରିଥାଏ ଏବଂ ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜ୍ଞାନ କ୍ଷମତା ହରାଇଥାନ୍ତି। ପ୍ରତିବର୍ଷ ସେପ୍ଟେମ୍ବର ୨୧ରେ ବିିଶ୍ୱ ଆଲ୍‌ଝିମର ଦିବସ ପାଳନ କରାଯାଇଥାଏ।
ଏହିଦିନ ଆଲ୍‌ଝିମର ରୋଗର କାରଣ ଏବଂ ଗମ୍ଭୀରତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥାଏ। ଆଲ୍‌ଝିମର ରୋଗ ହେଉଛି ଏକ ଅବକ୍ଷୟକାରୀ ମସ୍ତିଷ୍କ ଅବସ୍ଥା ଯାହା ଧୀରେ ଧୀରେ ସ୍ମୃତି ଏବଂ ଜ୍ଞାନଗତ କ୍ଷମତାକୁ ପ୍ରଭାବିତ କରିଥାଏ। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଡିମେନ୍ସିଆର କାରଣ । ଗ୍ରୀକ୍‌ ଦାର୍ଶନିକ ପିଥାଗୋରାସ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ ମାନବ ଜୀବନ ବିଷୟରେ କହିଥିଲେ ଏବଂ ମାନବ ଅସ୍ତିତ୍ୱର ଶେଷ ବର୍ଷଗୁଡ଼ିକୁ ସିନିୟମ ବୋଲି କହିଥିଲେ। ମାନସିକ ଏବଂ ଶାରୀରିକ ଅବନତିର ସମୟକୁ ବର୍ଣ୍ଣିତ କରିବା ପାଇଁ ସେ ସିନିୟମ ଶବ୍ଦ ବ୍ୟବହାର କରିଥିଲେ। ୧୫୦୦ ତଥା ୧୬୦୦ ମସିହା ପୂର୍ବରୁ ସେକ୍ସପିଅର୍‌ ତାଙ୍କର ହେମ୍‌ଲେଟ ଏବଂ କିଙ୍ଗ୍‌ ଲିଅର୍‌ ଆଦି ଅନେକ ପ୍ରସିଦ୍ଧ ନାଟକରେ ଏ ବିଷୟରେ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri