Categories: ଖେଳ

ସିଡନୀ ଟେଷ୍ଟ: ଭାରତ ୨୪୪ରେ ଅଲ୍‌ଆଉଟ୍‌; ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା

ସିଡନୀ,୯।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଶନିବାର ଖେଳ ଜାରି ରହିଛି। ଘରୋଇ ଟିମ୍‌ ପ୍ରଥମ ପାଳିରେ ୩୩୮ ରନ୍‌ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୨୪୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ଫଳରେ ଘରୋଇ ଅଷ୍ଟ୍ରେଲିଆ ୯୪ ରନ୍‌ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ପାଳିରେ ୧୩ ଓଭର ଖେଳରେ ଦୁଇ ଉଇକେଟ ହରାଇ ୪୧ ରନ୍‌ କରିଛି। ମାର୍ନସ ଲାବୁସେନ(୧୩) ଏବଂ ସ୍ଟିଭ୍‌ ସ୍ମିଥ୍‌(୩) ରନ୍‌ କରି ମଇଦାନରେ ଅଛନ୍ତି।

Share