ଆକର୍ଷଣୀୟ ଇଣ୍ଟେରିୟର

ବଖରାଗୁଡ଼ିକ ଛୋଟ ଥିଲେ ହାଲୁକା ରଙ୍ଗ ଦିଅନ୍ତୁ ନାହିଁ, ଗାଢ଼ ରଙ୍ଗ କରନ୍ତୁ। ଏହିଭଳିଭାବେ ଘର ଭିତରର ଲୁକ୍‌ ଅଧିକ କ୍ରେଜି ଏବଂ କୋକୁନି ଲୁକ୍‌ ଦିଆଯାଇପାରିବ।
ଘର ଭିତରେ ଗୋଟିଏ ରଙ୍ଗରେ ଅଲଗା ଅଲଗା ଡିଜାଇନରେ ରଙ୍ଗ କଲେ ତାହା ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ମନେହେବ। କିନ୍ତୁ ଗୋଟିଏ ରୁମ୍‌ରେ ଭିନ୍ନ ଭିନ୍ନ ରଙ୍ଗ ଦିଅନ୍ତୁ ନାହିଁ।
ରୁମ୍‌ ଭିତରର ପ୍ରିଣ୍ଟ ସହିତ ଆସବାବପତ୍ରକୁ ମଧ୍ୟ ଠିକ୍‌ ଭାବେ ମ୍ୟାଚ୍‌ କରିବା ଭଳି ରଖନ୍ତୁ। କିନ୍ତୁ ସବୁ ଜିନିଷ ଏକା ପ୍ରକାରର ହେବ ତା’ ନୁହେଁ। ଗୋଟିଏ ରୁମ୍‌ରେ ଅଲଗା ରଙ୍ଗର କାନ୍ଥ, ଟ୍ରାଡିଶନାଲ ଲୁକ୍‌ର ପାରମ୍ପରିକ ଆସବାବପତ୍ର ଘରର ଲୁକ୍‌ ବଦଳାଇ ଏକ ଭିନ୍ନ ରୂପ ଦେଇପାରିବ।
ବାଥ୍‌ରୁମ୍‌ରେ ୱାଲପେପର କିମ୍ବା କାଠ ଜିନିଷ ମଧ୍ୟ ବ୍ୟବହାର କରିପାରିବେ। ବାଥ୍‌ରୁମ୍‌ରେ ଏହି ଦୁଇ ପ୍ରକାରର ଜିନିଷ ଟ୍ରାଡିଶନାଲ ଲୁକ୍‌ ଦେଇଥାଏ କିନ୍ତୁ ଆର୍ଦ୍ରତା ପ୍ରଭାବରୁ ଏହାକୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରନ୍ତୁ।
ରୋଷେଇ ଘରେ କୌଣସି ପ୍ରକାରର ୱାଲ ହ୍ୟାଙ୍ଗିଂ କିମ୍ବା କାର୍ପେଟ ପକାନ୍ତୁ ନାହିଁ, କିନ୍ତୁ ସେଠାରେ ଆପଣଙ୍କର ବହୁତ ସମୟ କଟୁଥିଲେ ବିଭିନ୍ନ କଲରଫୁଲ ପ୍ରିଣ୍ଟର କାର୍ପେଟ ପକାନ୍ତୁ। ଘରକୁ ଏକ ଭିନ୍ନ ଲୁକ୍‌ ଦେବ।
ଯେକୌଣସି ରୁମ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚାହୁଁଥିଲେ ସିଲିଂ କରି ଦିଅନ୍ତୁ। କିନ୍ତୁ ସିଲିଂ ସବୁବେଳେ ଯେ ଧଳା ରଙ୍ଗର ହେଲେ ଆକର୍ଷଣୀୟ ଲାଗିବ ତାହା ଭାବିବା ଭୁଲ୍‌। ଡାର୍କ ଶେଡ୍‌ର ସିଲିଂ ମଧ୍ୟ ଘରକୁ ବୋଲ୍ଡ ଲୁକ୍‌ ଦେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ

କୋରାପୁଟ, ୧୪।୭ (ଅମିତାଭ ବେହେରା): ପବିତ୍ର ନେତ୍ର ଉତ୍ସବ ଅବସରରେ ମଙ୍ଗଳବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳଠାରୁ ଭକ୍ତଙ୍କ ପ୍ରବଳ…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି: ଯୋଗ ଦେବେ କନ୍ଧମାଳ ଏମ୍‌ପି

ରାଇକିଆ, ୧୪।୭(ପ୍ରଦିପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁ ଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri