Categories: ଖେଳ

ଏସିଆ କପ୍‌ ସୁପର ୪ ମ୍ୟାଚ୍‌: ଆଜି ଶ୍ରୀଲଙ୍କା- ଭାରତ ଲଢ଼େଇ

କଲମ୍ବୋ,୧୨।୯: ଏସିଆ କପ୍‌ ୨୦୨୩ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ସୁପର-୪ ପର୍ଯ୍ୟାୟର ପ୍ରମୁଖ ମୁକାବିଲା ଖେଳାଯିବ। ଭାରତୀୟ ଟିମ୍‌ ରିଜର୍ଭ ଡେ’ରେ ଖେଳାଯାଇଥିବା ବିପକ୍ଷ ମୁକାବିଲାରେ ପାକିସ୍ତାନକୁ ୨୨୮ ରନ୍‌ରେ ପରାଜିତ କରିଥିଲା। ଏବେ ଦଳ ଲଗାତାର ତୃତୀୟ ଦିନ ପାଇଁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇବ। ଯଦି ଭାରତ ଏହି ମ୍ୟାଚ୍‌ ଜିତେ ତେବେ ଫାଇନାଲ ଖେଳିବା ସୁନିଶ୍ଚିତ ହୋଇଯିବ।

Share