ପୁଣି ରାମ ଚରିତ୍ରରେ ଆସିବେ ଅରୁଣ ଗୋଭିଲ

ମୁମ୍ବାଇ,୧୮।୧୦: ପୁଣି ରାମ ଚରିତ୍ରରେ ନଜର ଆଲିବେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ। ରାମଙ୍କ ଭୂମିକାରେ ଅଭିନୟ କରି ସେ ଅନେକ ସଫଳତା ପାଇଲେ। ବଲିଉଡ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇ ଗଡ୍‌ ଟୁ’ରେ ସେ ପୁଣିଥରେ ରାମ ଭୂମିକାରେ ନଜର ଆସିବେ।
ଫିଲ୍ମର ନିର୍ଦ୍ଦେଶନା ଅମିତ ରାଇ ଦେଇଥିବା ବେଳେ ଅକ୍ଷୟ କୁମାର ଓ ଅଶ୍ୱିନ ଭର୍ଦ୍ଦେ ଏହାର ପ୍ରଡ୍ୟୁସର ରହିଛନ୍ତି। ଏହି ଫିଲ୍ମରେ ୟାମି ଗୌତମ, ପଙ୍କଜ ତ୍ରିପାଠୀ ଆଦି ଅଭିନୟ କରିବେ। ତେବେ ଫିଲ୍ମ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ହୋଇଛି। ପ୍ରଥମ ଭାଗ ଅନ୍ଧବିଶ୍ୱାସ, ଧର୍ମାନ୍ଧତାକୁ ନେଇ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେହି ୧୬ବର୍ଷ

ଡିମ୍ପଲ କାପାଡିଆଙ୍କ ହିନ୍ଦୀ ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା ‘ବବି’ରୁ। ରାଜ କପୁର ଏହି ନବାଗତାଙ୍କ ଉପରେ ଭରସା ରଖି ତାଙ୍କୁ ସେ ସମୟର ରୋମାଣ୍ଟିକ...

ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା

ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ...

ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ...

ଛାଡପତ୍ର ପରେ ‘ଲଭ୍‌ ଲେଟର୍‌’ ଲେଖିଲେ ନାଗା ଚୈତନ୍ୟ

ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ...

ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ...

ତନୁଶ୍ରୀ ଦତ୍ତଙ୍କୁ ପୂରିଲା ୩୬: ଇମରାନ୍‌ ହାସମୀଙ୍କ ସହିତ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଇମରାନ୍‌...

ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ...

ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ

ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି...

Advertisement
Archives

Model This Week