ପୁଣି ରାମ ଚରିତ୍ରରେ ଆସିବେ ଅରୁଣ ଗୋଭିଲ

ମୁମ୍ବାଇ,୧୮।୧୦: ପୁଣି ରାମ ଚରିତ୍ରରେ ନଜର ଆଲିବେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ। ରାମଙ୍କ ଭୂମିକାରେ ଅଭିନୟ କରି ସେ ଅନେକ ସଫଳତା ପାଇଲେ। ବଲିଉଡ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇ ଗଡ୍‌ ଟୁ’ରେ ସେ ପୁଣିଥରେ ରାମ ଭୂମିକାରେ ନଜର ଆସିବେ।
ଫିଲ୍ମର ନିର୍ଦ୍ଦେଶନା ଅମିତ ରାଇ ଦେଇଥିବା ବେଳେ ଅକ୍ଷୟ କୁମାର ଓ ଅଶ୍ୱିନ ଭର୍ଦ୍ଦେ ଏହାର ପ୍ରଡ୍ୟୁସର ରହିଛନ୍ତି। ଏହି ଫିଲ୍ମରେ ୟାମି ଗୌତମ, ପଙ୍କଜ ତ୍ରିପାଠୀ ଆଦି ଅଭିନୟ କରିବେ। ତେବେ ଫିଲ୍ମ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ହୋଇଛି। ପ୍ରଥମ ଭାଗ ଅନ୍ଧବିଶ୍ୱାସ, ଧର୍ମାନ୍ଧତାକୁ ନେଇ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ, ୨୧।୨: ମୁମ୍ବାଇର ତାଜ୍‌ ଲାଣ୍ଡସ୍‌ ଏଣ୍ଡରେ ସୋମବାର ଅନୁଷ୍ଠିତ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ...

‘କୌନ ବନେଗା କରୋଡପତି-୧୪’କୁ ମିଳିଲା ପ୍ରଥମ କୋଟିପତି; ଗୃହିଣୀ ମାରିଲେ ବାଜି

ବମ୍ବେ: ‘କୌନ ବନେଗା କରୋଡପତି’ର ୧୪ତମ ସଂସ୍କରଣକୁ ମିଳିଲା ପ୍ରଥମ କୋଟିପତି। କୋହ୍ଲାପୁରର ଗୃହିଣୀ କବିତା ଚାଓ୍ବଲା ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି।...

ନ୍ୟାଶନାଲ ଟେଲିଭିଜନରେ ପ୍ରଥମ ଥର ହେଲା ଗୋଦ ଭରାଇ ରସମ

ମୁମ୍ବାଇ: କମେଡି କୁଇନ୍ ଭାରତି ସିଂ ଏବେ ଗର୍ଭବତୀ । କିଛିଦିନ ତଳେ ଏମିତି ଏକ ଖବରକୁ ବେଶ ଖୁସିର ସହ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର...

ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର...

ମିଛ କହି ଧରାପଡ଼ିଲେ

ମୁମ୍ବାଇ: ପୁଣି ବିବାଦରେ ଫସିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ନାଁ ନେଇ ମିଛ କହୁଥିବା ବେଳେ ସେ ଧରାପଡ଼ିଛନ୍ତି। ପ୍ରବର୍ତ୍ତନ...

ସାଇବର ଫ୍ରଡର ଶିକାର ହେଲେ ବୋନି

ମୁମ୍ବାଇ: ଆଜିକାଲି ସାଇବର କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ବର୍ଗର ଲୋକେ ଏହାର ଶିକାର ହେଉଥିବା ଦେଖାଯାଇଛି । ଏବେ ବଲିଉଡର...

ହିରୋଇନ୍‌ଙ୍କୁ ପଛରେ ପକାଇବେ ବାହୁବଲୀର କଟପ୍ପାଙ୍କ ଝିଅ

ବମ୍ବେ: ବଲିଉଡ୍‌ରେ ଅନେକ ସିନେମା ରିଲିଜ ହୋଇଥାଏ। ହେଲେ ସେଥିରୁ କିଛି ଫିଲ୍ମ ଏପରି ଥାଏ ଯାହା ସବୁଦିନ ପାଇଁ ମନେ ରୁହେ। ଯେମିତି କି...

ସୁଶାନ୍ତଙ୍କୁ ଝୁରୁଛନ୍ତି ପ୍ରେମିକା, ଭିଡିଓ ଶେୟାର କରି ଲେଖିଲେ…

ବମ୍ବେ: ପ୍ରେମିକ ତଥା ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦକୁ ଚାଲିଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଧିରେ ଧିରେ କଥା...

Advertisement
Archives

Model This Week