ଏଠାରେ ଦରମାରେ ମିଳୁଛି ରସୁଣ

ବଜାରରେ ବୃଦ୍ଧି ପାଇଛି ରସୁଣ ଦର। ଯାହାଯୋଗୁ ଏବେ ମଧ୍ୟବିତ୍ତ ଓ ଗରିବଙ୍କ ଭାତଥାଳିରୁ ରସୁଣ ଗାଏବ ହୋଇଯାଇଛି। କିନ୍ତୁ ଆମେ ଏପରି ଏକ ସ୍ଥାନ ନାଁ କହିବାକୁ ଯାଉଛୁ ଯେଉଁଠି ରସୁଣ ଲୋକଙ୍କୁ ଦରମାରେ ମିଳିଥାଏ।

ରସୁଣର ଦର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଗ୍ରାହକଙ୍କୁ ମହଙ୍ଗାମାଡ ହୋଇଛି। ତେବେ ମିଶରରେ ଲୋକଙ୍କୁ ଦରମାରେ ରସୁଣ ମିଳିଥାଏ। ଯେବେ ମିଶରରେ ପିରାମିଡ ତିଆରି ହେଉଥିଲା ସେତେବେଳେ ଲୋକଙ୍କୁ ରସୁଣ ପାରଶ୍ରମିକରେ ମିଳୁଥିଲା। ରସୁଣ ପାରଶ୍ରମିକରେ ମିଳିଲେ ସେମାନେ ଖୁସି ହୋଇଯାଉଥିଲେ। ଏହାପରେ ତାକୁ ନେଇ ବଜାରରେ ବିକି ମନମୁତାବକ ସାମଗ୍ରୀ କିଣୁଥିଲେ। ଏଥିସହ ସେଠାରେ ମୃତଦେହ ପୋତିବାବେଳେ ରସୁଣର ଲେପ ଦିଆଯାଉଥିଲା।

Share