ଏରିଅଲର ନୂତନ ଅଭିଯାନ ‘ହୋମ୍‌ ଟାଇମ୍ସ ଶେୟାର ଦି ଲୋଡ୍‌’

ଭୁବନେଶ୍ୱର,୧୪।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଫ୍ୟାବ୍ରିକ କେୟାର ବ୍ରାଣ୍ଡ୍‌ ଏରିଅଲର ନୂତନ ଅଭିଯାନ ‘ହୋମ୍‌ ଟାଇମ୍ସ ଶେୟାର ଦି ଲୋଡ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏରିଅଲର ନୂତନ ଅଭିଯାନ ତଥା ସଦ୍ୟତମ ଚଳଚ୍ଚିତ୍ର ‘ହୋମ୍‌ ଟାଇମ୍ସ ଶେୟାର ଦି ଲୋଡ୍‌’ ଜରିଆରେ ପରିବାର ମଧ୍ୟରେ ଏକ ଦଳ ଗତିଶୀଳ ହେବା ଓ ଘରୋଇ କାର୍ଯ୍ୟକୁ ଏକ ସାମୂହିକ ଦାୟିତ୍ୱ ଭାବେ ଦୋହରାଇବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଶେଷକରି ଏହା ଆୟଶାଙ୍କ କାହାଣୀ ମାଧ୍ୟମରେ ପୁରୁଷମାନଙ୍କ ଲାଗି ଏକ ଗରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରିଛି। ଏହା ଏକତ୍ର ବୃହତ୍‌ ଲକ୍ଷ୍ୟ ହାସଲ କରିବା ସମ୍ଭାବନାକୁ ଗୁରୁତ୍ୱ ଦେଇଥାଏ ଓ ଉଭୟ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ କ୍ଷେତ୍ରରେ ଦଳଗତ କାର୍ଯ୍ୟର ଗଭୀର ପ୍ରଭାବକୁ ଆଲୋକିତ କରିଥାଏ। ଚଳଚ୍ଚିତ୍ରଟି ଏହା ସୂଚୀତ କରେ ଯେ ଛୋଟ ମୁହୂର୍ତ୍ତଗୁଡ଼ିକ କିପରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। ସେହିପରି ଉକ୍ତ ଅଭିଯାନର ଉନ୍ମୋଚନ କାର୍ଯ୍ୟକ୍ରମରେ ଅନୀଲ କପୁର ବିକାଶଶୀଳ ଗତିଶୀଳତା ଓ ସମ୍ପର୍କ ମଧ୍ୟରେ ପ୍ରକୃତ ସହଭାଗିତାର ମହତ୍ତ୍ୱ ଉପରେ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଛନ୍ତି। ଏ ନେଇ ଫ୍ୟାବ୍ରିକ କେୟାରର ଉପାଧ୍ୟକ୍ଷ ଜି ମୁକ୍ତା ମାହେଶ୍ୱରୀ କହିଛନ୍ତି, ଆମେ ଘରେ ଏକ ଇକୋ ସିଷ୍ଟମ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ଆମର ଉଦ୍ଦେଶ୍ୟ ଉନ୍ନତ ସଫେଇ ସାମଗ୍ରୀ ଯୋଗାଇବା ସହ ପରିବାର ମଧ୍ୟରେ ଉତ୍ତମ ସହଭାଗିତା ଓ ସମାନତା ବୃଦ୍ଧି ଲକ୍ଷ୍ୟ ରଖିଛୁ।

ଉଲ୍ଲେଖଯୋଗ୍ୟ, ଗତ ୨ବର୍ଷ ମଧ୍ୟରେ ଏରିଏଲ ଇଣ୍ଡିଆ କ୍ରମାଗତ ଭାବେ ଘରୋଇ ଚାହିଦା ବୃଦ୍ଧି କରିବାରେ ଲାଗିଛି। ସମାଜ ଅଗ୍ରଗତି କଲାବେଳେ ପୁରୁଷମାନେ ନିଜ ଜୀବନସାଥୀଙ୍କୁ ସମାନ ଭାବେ ସମର୍ଥନ କରିବାର ଗୁରୁତ୍ୱକୁ ଅଧିକ ସ୍ବୀକୃତି ଦେଉଛନ୍ତି। ଯେହେତୁ ଆମେ ୨୦୧୫ରେ ଯାତ୍ରା ଆରମ୍ଭ କରିଥିଲୁ ଆଜି ପ୍ରତ୍ୟେକଙ୍କ ଘରେ ଏରିଏଲର ବିଶ୍ୱାସ ସହ ଅଗ୍ରଗତିର ଆବଶ୍ୟକତାକୁ ବିଚାରକରି ଏହା ନିଶ୍ଚିତ କରେ ଯେ ଏରିଏଲ ଘର ଭିତରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଘର କାମର ଉତ୍ତରଦାୟିତ୍ୱ ଓ ସଂସ୍କୃତି ପ୍ରତିପାଦନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri