୨୦ ବର୍ଷ ପରେ ସତ କହିଲେ କପିଲ!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ନିକଟରେ ଓଟିଟି ଡେବ୍ୟୁ କରି ସାରିଛନ୍ତି । ନେଟଫ୍ଲିକ୍ସରେ ୨୮ ଜାନୁୟାରୀରେ କପିଲଙ୍କ ଶୋ ‘ଆଇ ଆମ୍ ନଟ୍ ଡନ୍ ୟେଟ’ ରିଲିଜ ହୋଇଛି ଯାହାର ଖୁବ୍ ଚର୍ଚ୍ଚା ହେଉଛି । ଏହି ଶୋ’ରେ କପିଲ ନିଜ ଡିପ୍ରେଶନ, ମୁମ୍ବାଇ ଆସିବା ପରର ଷ୍ଟ୍ରଗଲ, ପ୍ରଧାନମନ୍ତ୍ରୀଙ୍କୁ କରିଥିବା ଟୁଇଟଠାରୁ ନେଇ ମଦ ନିଶାରେ କରିଥିବା ଭୁଲ ସମ୍ପର୍କରେ ଖୋଲାଖୋଲି କଥା ହୋଇଥିଲେ । ତେବେ ୧ ଘଣ୍ଟା ମଧ୍ୟରେ କପିଲ ତାଙ୍କ ପର୍ସନାଲ ଲାଇଫକୁ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ।
‘ଆଇ ଆମ ନଟ ଡନ ୟେଟ’ ପରେ ଏବେ ନିକଟରେ କପିଲଙ୍କ ଶୋ’ରେ ପ୍ରମୋଶନ କରିବାକୁ ଆଉ ଏକ ଶୋ’ ଅର୍ଗାନାଇଜ କରାଯାଇଥିଲା । ଯେଉଁଥିରେ କମମେଡିଆନ ଭିଡିଓ କଲ ଜରିଆରେ ନିଜ ଫ୍ୟାନମାନଙ୍କ ସହ କଥା ହୋଇଥିଲେ । ଏହି ସମୟରେ କପିଲଙ୍କ କଲେଜର ଜଣେ ମଲିକ ମ୍ୟାଡାମ କଲ କରିଥିଲେ ଆଉ କପିଲଙ୍କ ସମ୍ପର୍କରେ ଅନେକ କଥା କହିଥିଲେ । ଏହି ସମୟରେ ଦୀର୍ଘ ପ୍ରାୟ ୨୦ ବର୍ଷ ପରେ କପିଲ ତାଙ୍କ ମଲିକ ମ୍ୟାଡାମଙ୍କ ସାମ୍ନାରେ ଏକ ସତ କଥା କହିଥିଲେ । ସେ କହିଥିଲେ କଲେଜରେ ପଢିବା ସମୟରେ ଦିନେ ସେ ଏକ ପ୍ଲେ ରିହରସଲ ପାଇଁ ମ୍ୟାଡାମଙ୍କ ଘରକୁ ଯାଇଥିବା ବେଳେ ସେଠାରେ ମ୍ୟାଡାମଙ୍କ ହଜବାଣ୍ଡଙ୍କର ଏକ ମଦ ବୋତଲ ଉପରେ ତାଙ୍କର ଆଖି ପଡିଥିଲା । ଆଉ ସେଥିରୁ ସେ ଟିପେ ପିଇଦେଇ ପ୍ଲେ ରିହରସଲ କରିଥିଲେ । ଅବଶ୍ୟ ଆଜି ପର୍ଯ୍ୟନ୍ତ ଏ ସର୍ମ୍ପକରେ ସେ ମ୍ୟାଡାମଙ୍କୁ ଜଣାଇ ନ ଥିଲେ । ତେବେ ଏହା ତାଙ୍କର ଟ୍ୟାଲେଣ୍ଟ ବୋଲି କହି ଶେଷରେ କପିଲ ଏକ ହସଖୁସିର ପରିବେଶ ସୃଷ୍ଟି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri