ମାଟ୍ରିକ ପରୀକ୍ଷାରେ ଏତିକି ନମ୍ବର ରଖିଥିଲେ ଅନୁଷ୍କା

ମୁମ୍ବାଇ: କୁହାଯାଏ, ସୌନ୍ଦର୍ଯ୍ୟ ଏବଂ ମସ୍ତିଷ୍କର ମିଶ୍ରଣ ବହୁତ କ୍ୱଚିତ୍‌, କିନ୍ତୁ ବଲିଉଡ୍‌ରେ ଏଥିରେ ସବୁକିଛି ମେଳ ଖାଉଛି। ଅନେକ ବଲିଉଡ୍‌ ଅଭିନେତ୍ରୀ କେବଳ ସୁନ୍ଦରୀ ନୁହନ୍ତି ବରଂ ବହୁତ ବୁଦ୍ଧିମତୀ ବି। ବଲିଉଡ୍‌ର ଶ୍ରେଷ୍ଠ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନୁଷ୍କା ଶର୍ମା ଜଣେ। ଅନୁଷ୍କାଙ୍କ ବୋର୍ଡ ପରୀକ୍ଷାର ରେଜଲ୍ଟ ସମ୍ପର୍କରେ ଜାଣନ୍ତୁ…

ଅନୁଷ୍କା ଶର୍ମା:
ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଛନ୍ତି। ଏହି ଅଭିନେତ୍ରୀଙ୍କ ପାଠ ବେଶ୍‌ ଭଲ ହେଉଥିଲା। ସେ ମାଟ୍ରିକ୍‌ ବୋର୍ଡ ପରୀକ୍ଷାରେ ୯୩ ପ୍ରତିଶତ ନମ୍ବର ରଖିଥିବା ବେଳେ ଯୁକ୍ତ ୨ରେ ୮୯ ପ୍ରତିଶତ ମାର୍କ ରଖିଥିଲେ। ସେହିପରି ଅଭିନୟ ଯାଦୁରେ ବି ଦର୍ଶକଙ୍କୁ ସେ ବାନ୍ଧି ରଖିଛନ୍ତି।

Share