Categories: ଜାତୀୟ

ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଦଳାଚକଟା

ହାଇଦ୍ରାବାଦ୍‌,୧।୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଥରେ ରବିବାର ଦଳାଚକଡା ହୋଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଚାରି ଦିନ ମଧ୍ୟରେ ଦ୍ୱିତୀୟ ଥର ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ଘଟିଛି। ଗତ ବୁଧବାର ରାଜ୍ୟର ନେଲୋର ଜିଲାରେ ନାଇଡୁଙ୍କ ରୋଡ ଶୋ’ ସମୟରେ ଦଳଚକଟା ଯୋଗୁ ଜଣେ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା।

Share