୧୦୦ କୋଟି କ୍ଲବରେ ସାମିଲ ହେଲା ‘ତୁ ଝୁଠି ମେ ମକ୍କାର’

ମୁମ୍ବାଇ: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ କମେଡି-ରୋମାଣ୍ଟିକ ମୁଭି ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରିଛି । ପ୍ରଥମ ସପ୍ତାହରେ ମୁଭି ଭଲ ବିଜନେସ କରିଛି । ଦ୍ୱିତୀୟ ସପ୍ତାହରେ କିନ୍ତୁ ବ୍ୟବସାୟ ସାମାନ୍ୟ ଧିମା ହୋଇଯାଇଥିଲା । ହେଲେ ପୁଣି ଏହା ଖୁବ୍ କମାଇ କରିଛି । ଏବେ ଏହି ମୁଭି ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି ।
ଶ୍ରଦ୍ଧା ଓ ରଣବୀରଙ୍କ ମୁଭି ମୋଟ ବିଜନେସ ୧୦୦ କୋଟି ଅତିକ୍ରମ କରିଯାଇଛି । ଫିଲ୍ମ ଗତ ଶନିବାର ଦ୍ୱିତୀୟ ଶୁକ୍ରବାର ଅପେକ୍ଷା ଡବଲ ବିଜନେସ କରିଛି । ଶୁକ୍ରବାର ମୁଭି ୩.୫୦ ବିଜନେସ କରିଥିବା ବେଳେ, ସୌକଲିନର ରିପୋର୍ଟ ଅନୁଯାୟୀ, ‘ତୁ ଝୁଠ ମେ ମକ୍କାର’ ଶନିବାର ୬ କୋଟି ଟଙ୍କା ଆୟ କରିଛି । ଗତ ୩ଦିନ ମଧ୍ୟରେ ଶନିବାରର କଲେକ୍ସନ ଭଲ ରହିଛି । ଫିଲ୍ମଟି ଏବେ ପର୍ଯ୍ୟନ୍ତ ମୋଟ ୧୦୨.୨୧ କୋଟି ଆୟ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ...

ବିଦେଶରେ ଚାକିରି ଛାଡି ବଲିଉଡରେ ପାଦ ରଖିଥିଲେ ଶେଖର କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ଡିସେମ୍ବର ୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୪୫ରେ ଲାହୋରରେ ଜନ୍ମ ନେଇଥିଲେ ଶେଖର ।...

ବିବାହ ପୂର୍ବରୁ ଜିମ୍‌ ବାହାରେ ସ୍ପଟ୍‌ ହେଲେ କାଟ୍ରିନା, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ...

ତିନି ପିଲାଙ୍କ ପିତାଙ୍କ ପ୍ରେମରେ ପଡିଥିଲେ ସାଇରା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟତର ହୋଇଥିବା ବିଗତ ଦିନର ନାୟିକା ପାଳନ କରିଛନ୍ତି ତାଙ୍କ ୭୬ ତମ ଜନ୍ମଦିନ।...

ଛାଡପତ୍ର ପରେ ଭାଙ୍ଗିନି ଏହି ବଲିଉଡ ଯୋଡିଙ୍କ ସମ୍ପର୍କ

ସାଧାରଣତଃ ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କୌଣସି ସମ୍ପର୍କ ରଖନ୍ତି ନାହିଁ। କିନ୍ତୁ ବଲିଉଡର ୫ଟି ଆଗଧାଡିର କଳାକାର ବ୍ୟକ୍ତିଗତ ଜୀବନରେ ଛାଡପତ୍ର ନେଇଥିଲେ ମଧ୍ୟ ସେମାନଙ୍କ...

ଦ୍ୱିତୀୟ ବିବାହ କଲେ ନୀନା ଗୁପ୍ତାଙ୍କ ଝିଅ ମସାବା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା। ଦୀର୍ଘଦିନର ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କ ହାତ ଧରିଛନ୍ତି ସେ। ବେଶ...

ଫିଲ୍ମ‘ଜଓ୍ବାନ’ପାଇଁ ଏତିକି କୋଟି ଟଙ୍କା ଚାର୍ଜ କଲେ ବିଜୟ ସେଥୁପଥି

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥି ଦମଦାର ଆକ୍ସନ ପାଇଁ ବେଶ୍‌ ପରିଚିତ। ନିକଟରେ ଫିଲ୍ମ ବିକ୍ରମରେ ଦେଖିବାକୁ ମିଳିଥିବା ଏହି ଅଭିନେତାଙ୍କୁ ନିର୍ମାତା ଏଟିଲିଙ୍କ...

ଟେଲିଭିଜନ୍‌, ବଲିଉଡ୍‌ ପରେ ଏବେ ଡିଜିଟାଲ୍‌ରେ ଡେବ୍ୟୁ କରିବେ କିଙ୍ଗଖାନ୍‌

ବମ୍ବେ: ଫେରୁଛନ୍ତି କିଙ୍ଗଖାନ୍‌। ଦୀର୍ଘ ୩ ବର୍ଷ ଧରି ଫିଲ୍ମଜଗତରୁ ଦୂରରେ ଥିବା ଶାହାରୁଖ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ନଜର ଆସିବେ। ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାରର...

Advertisement
Archives

Model This Week