ସୁବର୍ଣ୍ଣରେଖା ବନ୍ୟା ପାଣିରେ ବୁଡ଼ି ଜୀବନ ହାରିଲେ ବୃଦ୍ଧ

ଭୋଗରାଇ, ୨ ୭l ୮( ପ୍ରଦୀପ ଦାସ ) ଚଳିତ ଋତୁରେ ସୁବର୍ଣ୍ଣରେଖା ୪ ଜଣଙ୍କର ଜୀବନ ନେଲାଣି lଏହି ନଦୀର ପ୍ରଥମ ବନ୍ୟାରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକର ୧ ଜଣ ଯୁବକର ପ୍ରାଣ ଯାଇଥିବାବେଳେ ଭୋଗରାଇବ୍ଲକର ବୁଧବାର ସୁଦ୍ଧା ୩ ଜଣଙ୍କର ଜୀବନ ଗଲାଣି l ଏଥି ମଧ୍ୟରୁ ୩ ଜଣ ଯୁବକଥିବାବେଳେ ଅନ୍ୟଜଣେ ବୃଦ୍ଧ ଅଛନ୍ତି l ଗତ ମଙ୍ଗଳବାର ସକାଳେ ଭୋଗରାଇ ବ୍ଲକ ନଦୀକୂଳିଆ ଗାଁ ଅଡଙ୍ଗପନ୍ତେଇ ଗ୍ରାମର ଜଣେ ଯୁବକକୁ ମୃତବସ୍ଥାରେ ଓଡ୍ରାଫ ଟିମ ଉଦ୍ଧାର କରିଥିବାବେଳେ ଉକ୍ତଗ୍ରାମର ବୈକୁଣ୍ଠ ମାଝୀ ନାମକ (୭ ୬ ) ବୃଦ୍ଧଙ୍କୁ ମଧ୍ୟ ରାତ୍ରିରେ ଘର ଲୋକେ ପାଣିରୁ ଅଚେତବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଡାକ୍ତରଖାଙ୍କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ବୁଧୁବାର ଭୋଗରାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ପ୍ରାଥମିକ ତଦନ୍ତ କରୁଥିବାବେଳେ ଶବକୁ ଡାକ୍ତରଖାନାରେ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ଖବର ମିଳିଛି l ସୂଚନାନୁଯାୟୀ, ସୁବର୍ଣ୍ଣରେଖାର ୨ ମାସ ମଧ୍ୟରେ ୬ ଥର ବନ୍ୟା ଆସି ୪ ବ୍ଲକର ଜନଜୀବନକୁ ଦୁର୍ବିସହ କରିଛିl ଚୀନର ଦୁଃଖ ହୋ୍ୟଂହ ନଦୀ ହୋଇଥିବାବେଳେ ସେହିପରି ଓଡ଼ିଶାର ସୁବର୍ଣ୍ଣରେଖା ଭୋଗରାଇ, ବାଲିଆପାଳ, ବସ୍ତା ଓ ଜେଳେଶ୍ୱର ବ୍ଲକ ପାଇଁ ଦୁଃଖ ପାଲଟିଛି। ସ୍ବାଧୀନତା ପରଠାରୁ ସରକାର ବଦଳୁଛି ହେଲେ, ଅଦ୍ୟାବଧି ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନ ହୋଇ ଶୀତଳଭଣ୍ଡାରରେ ସୀମିତ ରହୁଥିବାରୁ ଉତ୍ତର ବାଲେଶ୍ୱରବାସୀ ବର୍ଷକୁ ବର୍ଷ ବଡ ବନ୍ୟାର ସାମ୍ନା କରି ବାକୁ ପଡୁଛି ଓ ଧନଜୀବନ ବନ୍ୟାରେ ଚାଲିଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri