Categories: ଫୁରସତ

ପାଇପ୍‌ ଧରି ଗାଧୋଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀକୁ ଦେଖିବାକୁ ମିଳୁଛି। ହାତୀଟି ନିଜେ ନିଜେ ଗାଧୋଇ ପଡ଼ୁଛି। ଭିଡ଼ିଓରେ ହାତୀଟି ଶୁଣ୍ଢରେ ପାଇପ୍‌ ଧରି ନିଜ ଦେହକୁ ପାଣି ପକାଇ ଗାଧୋଉଛି। ଭିଡିଓକୁ ଭାରତୀୟ ବନସେବା ଅଧୀକାରୀ ଶୁସାନ୍ତ ନନ୍ଦ ତାଙ୍କ ରିଟୁଇଟର କରିଛନ୍ତି। ଭିଡିଓ ଭାଇରାଲ ହେଉଛି।

 

Share