ସ୍ତ୍ରୀଙ୍କୁ ଗୁଳି କରିବା ପରେ ସହକର୍ମୀଙ୍କୁ ମେସେଜ୍‌ ପଠାଇଲେ ବିଚାରପତି

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ରକ୍ତପାତରେ ପହଞ୍ଚିଛି। ବାସ୍ତବରେ, ଜେଫ୍ରି ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ଖାନେକୁ ବାହାରକୁ ଯାଇଥିଲେ, ସେହି ସମୟରେ…

୧୮ ତାରିଖ ସ୍ବାଧୀନତା ଦିବସ  ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟିତ୍ରୀ

ଛେଣ୍ଡିପଦା,୧୬।୮(ଅଜିତ ଧଳ):  ୧୮ ତାରିଖ ସ୍ବାଧୀନତା ଦିବସ । ଶୁଣିବାକୁ ଅଡ଼ୁଆ ଲାଗିପାରେ ହେଲେ ଏଭଳି ଲେଖି ନିମନ୍ତ୍ରଣ କଲେ ଜଣେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ।…

ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ

ଓ୍ବାଶିଂଟନ୍‌,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଚର୍ଚ୍ଚାକୁ…

ବିମାନରେ ବୋମା ଥିବା ନେଇ କହିବା ପଡିଲା ମହଙ୍ଗା, ଗିରଫ ହେଲେ ପାକିସ୍ତାନୀ ମୂଳ ବ୍ୟକ୍ତି

କାନବେରା,୧୬।୮: ଅଷ୍ଟ୍ରେଲିଆରେ ଜଣେ ପାକିସ୍ତାନୀ ମୂଳ ବ୍ୟକ୍ତି ମାଲେସିଆ ଏୟାରଲାଇନ୍ସର ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ବ୍ୟାଗରେ ବୋମା ଥିବା ନେଇ କହିବା ମହଙ୍ଗା ପଡିଛି।…

ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ

ମୁମ୍ବାଇ,୧୬।୮: ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୬.୪୫ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି।…

ମସ୍କଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ଜୁକରବର୍ଗ

କାଲିଫର୍ନିଆ,୧୬।୮: ବୈଷୟିକ ଜଗତର ଦୁଇ ପ୍ରତିଷ୍ଠତା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ଲଢେଇ ଆରମ୍ଭ ହୋଇଛି। ଯେଉଁଥିରେ, ‘X’ର ମାଲିକ ଜୁକରବର୍ଗଙ୍କ ଉପରେ…

ମ୍ୟାନମାରର ଜେଡ ଖାଦାନରେ ଭୂସ୍ଖଳନ: ୨୫ ମୃତ, ୧୪ ନିଖୋଜ

ନାପିଦ୍ୱ,୧୬।୮: ମ୍ୟାନମାର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ଜେଡ ଖାଦାନରେ ଭୂସ୍ଖଳନ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ନିଖୋଜ ଅଛନ୍ତି।…

ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପାର କାର୍ଯ୍ୟକ୍ରମ, ପ୍ରଥମଥର ପାଇଁ ଏନ୍‌ଡିଏକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୬।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପା ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିନେଇ ଭାଜପାର ସମସ୍ତ…

ବିଶ୍ୱକପ ପୂର୍ବରୁ ଭାରତକୁ ପାକିସ୍ତାନ ଖେଳାଳିଙ୍କ ଚେତାବନୀ: ଆମେ ୩୦୦ ରନ ଟାର୍ଗେଟର ପିଛା କରିବାକୁ ସକ୍ଷମ…

କୋଲକାତା,୧୫।୮ : ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ରେ ଅହମଦାବାଦର ନରେନ୍ଦ୍ର…

ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ…

ବାରାଣସୀ,୧୫।୮ : ଉତ୍ତରପ୍ରଦେଶରେ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଉପହାର ପାଇବାକୁ ଯାଉଛି। ବାରାଣାସୀରେ ନିର୍ମାଣ ହେବାକୁ ଥିବା ବାରାଣସୀ କ୍ରିକେଟ ଷ୍ଟାଡିୟମର…