ତିରିମଲ ଗ୍ରାମରେ ବାଣ ବିସ୍ଫୋରଣ

ଜଟଣୀ,୧୨ା୧୦(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ବିସ୍ପୋରଣ ଘଟିଛି। ଏଥିରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବାବେଳେ ବାଣ…

ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦:ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ ‘ଓପନ୍‌ ବାଏ ଆକ୍ସିସ୍‌ ବ୍ୟାଙ୍କ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ବ୍ୟାଙ୍କର ଡିଜିଟାଲ୍‌ ଦକ୍ଷତାକୁ ଗୁରୁତ୍ୱାରୋପ କରାଯାଇଛି।…

ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର

କଟକ,୧୨ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଚଳିତବର୍ଷ ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ୍‌ ମିଟର ଲଗାଯିବ। ଏନେଇ ବିଦ୍ୟୁତ୍‌ ବିତରକ କମ୍ପାନୀ ଟାଟା ପାୱାର୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ…

ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ,୧୨।୧୦ (ଅଭୟ ଦାଶ): ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଶ୍ୱିନୀ ହସ୍ପିଟାଲ କଟକଠାରେ ଆୟୋଜନ କରାଯାଇଥିଲା। ଉକ୍ତ…

ଜଗଦୀଶ ନାଲ୍‌କୋର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨।୧୦: ନାଲ୍‌କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆରୋରା ସେଲ୍‌ ଅନ୍ତର୍ଗତ…

ଗଛ କାଟି ଖାନ୍‌ନଗର ରିଂରୋଡ୍‌ ପ୍ରଶସ୍ତୀକରଣ

କଟକ,୧୨ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଦିନେ ଯେଉଁ ରାସ୍ତାର ସବୁଜିମା ଲୋକଙ୍କୁ କଟକ ବାହାର ସ୍ଥାନକୁ ନେବା ଭଳି ଅନୁଭୂତି ଦେଉଥିଲା ତାହା ବର୍ତ୍ତମାନ ଗଛଶୂନ୍ୟ ହୋଇଯିବ। ଏବେ ଉନ୍ନତୀକରଣ ନାମରେ…

ବର୍ଷାରେ ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୧୨ା୧୦(ରବିନାରାୟଣ ପାତ୍ର) ଗତ କିଛିଦିନ ତଳେ ଲଘୁଚାପଜନିତ ବର୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳର ୧୧୫୭ ହେକ୍ଟର ଜମି ବୁଡ଼ିରହିଥିଲା। କ୍ଷୟକ୍ଷତି ଆକଳନ ଚାଲିଥିବା…

ଅସୁରକ୍ଷିତ ଗୁଣ୍ଡିଚା ମନ୍ଦିର; ଗଛ ଭର୍ତ୍ତି, ସଫା ପାଇଁ ଉଦ୍ୟମ ହେଉନି

ସୋନପୁର,୧୨।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ସବୁଠୁ ଉଚ୍ଚ ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ହେଉଛି ଗୁଣ୍ଡିଚା ମନ୍ଦିର। ଏହି ମନ୍ଦିର ଉପରେ ଏବେ ବର ଓ ଅଶ୍ୱତଥ ଗଛ…

ଜାପାନ ଗସ୍ତରେ ଫିକି-ଫୋରମ୍‌ ସାଂସଦଙ୍କ ଏକ ପ୍ରତିନିଧି ଦଳ

ଭୁବନେଶ୍ୱର, ୧୨।୧୦: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ନିମନ୍ତେ ଭାରତର ପ୍ରମୁଖ ଶିଳ୍ପ ସଂଗଠନ ଫେଡେରେଶନ ଅଫ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ପକ୍ଷରୁ…

ଜେଏସ୍‌ଏଲ୍‌କୁ ଏଏ- ଷ୍ଟେବଲ ରେଟିଂ

ଭୁବନେଶ୍ୱର, ୧୨।୧୦: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ମାନ୍ୟତା ‘ଏଏ- ଷ୍ଟେବଲ ରେଟିଂ’ ଦିଆଯାଇଛି। ବିଶେଷକରି କେୟାର ରେଟିଂ ସଂସ୍ଥା ପକ୍ଷରୁ ଜେଏସ୍‌ଏଲ୍‌କୁ…