ପେଟିଏମ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ, ଦେବାକୁ ହେବ ୫.୩୯ କୋଟି

ନୂଆଦିଲ୍ଲୀ,୧୩।୧୦: ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପେଟିଏମ୍‌ କଓ୍ବୋଇସି ସମେତ କିଛି ନିୟମ ପାଳନ ନ କରିବାକୁ ନେଇ…

ବାଇକ୍‌ ଧକ୍କାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦିଗପହଣ୍ଡି ମୁଖ୍ୟ ରାସ୍ତା ଆମ୍ବଗଡ଼ ଛକ ନିକଟରେ ଶୁକ୍ରବାର ବାଇକ୍‌ ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବଜାରର…

ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍‌ଫୋସିସ୍‌’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ…

ଗଜାଲବାଡି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ ): ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଗଜାଲବାଡି ଘାଟିରେ ବିଭିନ୍ନ ସମୟରେ ଭାରୀଯାନଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଛି। ଏଭଳିସ୍ଥିତିରେ…

ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ଡାରୱିନଙ୍କ ଜୈବିକ ବିବର୍ତ୍ତନ ଥିଓରି ଓ ଆଲବର୍ଟ ଆଇନଷ୍ଟାଇନଙ୍କ (E = MC2)ର ସୂତ୍ର ଭୁଲ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି।…

୨ କୁଇଣ୍ଟାଲର ମାଛ

ବାଲେଶ୍ୱର,୧୩।୧୦: ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଶୁକ୍ରବାର ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ହେବ। କୋଲକାତାର ଏକ…

ଜିମ୍‌ ଯାଇ ଝାଳ ବୁହାଉଛନ୍ତି ଜେଜେ! ବୃଦ୍ଧଙ୍କ ଇଚ୍ଛାଶକ୍ତି ଦେଖି ଚକିତ ହେଉଛନ୍ତି ଲୋକେ…

ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ଫିଟ୍‌ନେସକୁ ନେଇ କ୍ରେଜ୍‌ ଅଧିକ। ଏଥିଲାଗି ସେମାନେ ଜିମ୍‌ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ଏବେ ଜଣେ ବୃଦ୍ଧ ଜିମ୍‌ ଯିବାର ଦୃଶ୍ୟ…

ମନୋରଞ୍ଜନ ବିଭାଗ ହୋଇଗଲାଣି ଇଡି, ଶୁଣାଣି ସମୟରେ କୋର୍ଟରେ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୧୦: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଇଡିର…

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା

ପୁରୀ,୧୩।୧୦: ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା ପଡ଼ିଛି। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍‌ରୁ ଏଭଳି ଘଟିଛି। ସିଂହଦ୍ବାର ପୋଲିସ ପସରାଉଠା କର୍ମଚାରୀ ଓ…

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ଷୋଡ଼ଶ ଦିନାତ୍ମକ ଦୁର୍ଗା ପୂଜାର ଶୁକ୍ରବାର ଅଷ୍ଟମ…