୨୪୫ ରନ୍‌ରେ ଅଟକିଲା ବାଂଲାଦେଶ

ଚେନ୍ନାଇ,୧୩।୧୦: ଚେନ୍ନାଇସ୍ଥିତ ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପ୍‌ର ୧୧ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମଶନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ସିକିମ୍‌ର ତିସ୍ତାନଦୀରେ ବନ୍ୟା ଆସିବା ପୂର୍ବରୁ ସିଗନାଲ ଦେବା ବନ୍ଦ କରିଥିଲା ପାଣିପାଗ ଷ୍ଟେଶନ: ଏନଡିଏମଏ

ଗ୍ୟାଙ୍ଗଟକ,୧୩।୧୦: ସିକିମ୍‌ରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତାନଦୀରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଅଛନ୍ତି।…

ଟଙ୍କା ଲୋଭରେ ପାକିସ୍ତାନ କାମ କରିବାକୁ ଚାଲିଯାଇଥିଲେ ଏସବୁ କଳାକାର, ଫ୍ଲପ୍‌ ହେବା ପରେ ଫେରିଥିଲେ ଦେଶ

ବମ୍ବେ: ବଲିଉଡ ଛାଡ଼ି ଟଙ୍କା ଲୋଭରେ ପାକିସ୍ତାନ କାମ କରିବାକୁ ଚାଲିଯାଇଥିଲେ ଅନେକ କଳାକାର। ହେଲେ ସେଠାରେ ଫ୍ଲପ୍‌ ହେବା ପରେ ଦେଶକୁ ଫେରି ଆସିଥିଲେ। ଏହି…

ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ

ମୁମ୍ବାଇ: ବଲିଉଡର ବେଶ ପରିଚିତ ଚେହେରା ସଲମାନ ଖାଁ। ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି। ଏବେ…

ଭାରତ-ପାକ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀ ତିଆରିକଲେ ସୁନାର ବିଶ୍ୱକପ ଟ୍ରଫି, ଜାଣନ୍ତୁ ଖେଉଁ ଖେଳାଳିଙ୍କୁ ଦେବେ 

୨୦୨୩  କ୍ରିକେଟ୍‌ ବିଶ୍ୱକପ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ପ୍ରେମୀ ଆଗାମୀ ଭାରତ-ପାକିସ୍ତାନକୁ ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିଶେଷକରି ବିଶ୍ୱକପ ସମୟରେ ଉତ୍ସାହ…

୧୨ ଦଫା ଦାବିରେ ସମବାୟ ସମିତି ଆଗରେ ଧାରଣା

ବନ୍ତ,୧୩।୧୦(ହରିନାରାୟଣ ମହାନ୍ତି): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତି ଆଗରେ ଅଖିଳ ଭାରତ କୃଷକ ସଭା ବନ୍ତ ବ୍ଲକ କମିଟି ପକ୍ଷରୁ…

ଇସ୍ରାଏଲକୁ ସ୍ପାଏ ପ୍ଲେନ, ଜାହାଜ ଯୋଗାଇଲା ବ୍ରିଟେନ

ଇଂଲଣ୍ଡ,୧୩।୧୦: ଗାଜାରେ ସପ୍ତମ ଦିନ ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ଭୂମଧ୍ୟସାଗରରେ ଅସ୍ତ୍ରଶସ୍ତ୍ର ଏବଂ ଫାଇଟର ଜେଟ ସମେତ…

ମଝି ଆକାଶରେ ଉଡ଼ି ଯାଇଥିଲା ଏହି ବିମାନର ଛାତ, ପାଇଲଟ ଏଭଳି ବଞ୍ଚାଇଥିଲେ ୯୪ ଯାତ୍ରୀଙ୍କ ଜୀବନ

ଥରେ ଭାବନ୍ତୁ ତ। ଯଦି କେବେ ବିମାନ ଯାତ୍ରା କରିବା ସମୟରେ ପ୍ଲେନ୍‌ର ଉପର ଛାତ ଉଡିଯାଏ ତେବେ କ’ଣ ହେବ। ଆପଣ ଭାବୁଥିବେ ଏପରି ହେବା…

ରିଲିଜ ହେଲା ‘ସାମ ବାହାଦୂର’ର ଟିଜର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ରିଲିଜ ହୋଇଛି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଙ୍କ ଭୂମିକାରେ ଭିକ୍କି…

୧୯୮୪ ଦଙ୍ଗାକୁ କେହି ଭୁଲି ପାରିବେ ନାହିଁ, ମୋଦି ସରକାର ଆସିବା ପରେ ପୀଡ଼ିତଙ୍କୁ ମିଳିଲା ନ୍ୟାୟ: ଶାହା

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ୧୯୮୪ ଦଙ୍ଗାକୁ କେହି କେବେ ଭୁଲି ପାରିବେ ନାହିଁ। ଶିଖ ବିରୋଧୀ ଦଙ୍ଗାର ପୀଡିତମାନେ ମୋଦୀ ସରକାର…