ଚିକିତ୍ସା ପାଇଁ ଆସିଥିଲେ: ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରିଲେ

ଦାରିଙ୍ଗବାଡି,୨୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଜରୁରୀ ସେବା। ସୋମବାର ଶ୍ରମିକ ପବୀର ପ୍ରଧାନ ଟାଙ୍ଗିଆରେ କାଠ ହାଣୁଥିଲେ।…

ବିଶ୍ୱକପ ପାଇଁ ପାକିସ୍ତାନର ନୂଆ ଜର୍ସି ଉନ୍ମୋଚିତ

ହାଇଦ୍ରାବାଦ,୨୮।୮: ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ବିଶ୍ୱକପ ସମୟରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ନୂଆ ଜର୍ସିରେ…

ମାନବାଧିକାର ଆଇନଜୀବୀ ମଜାରି, ପୂର୍ବତନ ସାଂସଦ ଓ୍ବଜିରଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୨୮।୮: ସୋମବାର ପାକିସ୍ତାନର ମାନବାଧିକାର ଆଇନଜୀବୀ ଇମାନ ମଜାରୀ ଏବଂ ପୂର୍ବତନ ସାଂସଦ ଅଲି ୱଜିରଙ୍କୁ ଇସଲାମାବାଦ ଆତଙ୍କବାଦ ନିରୋଧୀ କୋର୍ଟ ଏକ ଦେଶଦ୍ରୋହ ମାମଲାରେ ଜାମିନ…

ଝିଅଙ୍କୁ ହତ୍ୟା କରି ଜେଲ୍‌ ଗଲେ ମା’ ବାପା

ମୁଜାଫରନଗର,୨୮।୮: ଉତ୍ତରପ୍ରଦେଶର ସାହାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟରେ ପ୍ରେମିକଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମନା କରିବାରୁ ଜଣେ ଗର୍ଭବତୀ ଝିଅଙ୍କୁ ନିଜ…

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୨୮।୮: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେ ମାପ କରାଯାଇଛି। ସୂଚନା ଦେଇ ଭୂକମ୍ପ କେନ୍ଦ୍ର କହିଛି…

ଇଂଲଣ୍ଡରେ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ମୃତ୍ୟୁ, ହତ୍ୟା ସନ୍ଦେହରେ ୪ ଗିରଫ

ଲଣ୍ଡନ,୨୮।୮: ପଶ୍ଚିମ ଇଂଲଣ୍ଡର ଶୃସ୍ବରୀରେ ଜଣେ ୨୩ ବର୍ଷିୟ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମ ଇଂଲଣ୍ଡର…

ସ୍ବର୍ଣ୍ଣ ଜିତିବା ପରେ ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ନୀରଜ ଚ୍ରୋପା

ବୁଦାପେଷ୍ଟ,୨୮।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ତ୍ରିରଙ୍ଗାକୁ ସମ୍ମାନ ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବୁଦାପେଷ୍ଟରେ ଆୟୋଜିତ ଇଭେଣ୍ଟରେ ନୀରଜ…

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ପାରିବାରିକ ସ୍ନେହ ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। କୌଣସି ନୂତନ କାମ ଆରମ୍ଭ ସକାଶେ ବ୍ୟୟ ଅଟକଳ…

କୋଚି-ବାଙ୍ଗାଲୋର ଯାଉଥିବା ବିମାନକୁ ମିଳିଲା ବୋମା ଧମକ

ଥିରୁଭାନନ୍ତପୁରମ୍‌,୨୮।୮: କୋଚିରୁ ବାଙ୍ଗାଲୋରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପାଇବା ପରେ ଉତ୍ତେଜନା ଦେଖାଯାଇଛି। ବିମାନରେ ସମୁଦାୟ ୧୩୯ ଜଣ ଯାତ୍ରୀ ଥିଲେ। ସୋମବାର…

ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ…