ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ, ପେନଶନଭୋଗୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଲୀ,୧୮।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀଙ୍କୁ ମୋଦି ସରକାର ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…

ବିକ୍ରି ହେଉଛି ଅନୁପଯୋଗୀ ପାନୀୟଜଳ

ପାରାଦୀପ,୧୮।୧୦(ଶରତ ରାଉତ): ପାରାଦୀପ ବନ୍ଦର ସହରରେ ଏବେ ଖୋଲାରେ ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବିକ୍ରି ହେଉଛି। ପାରାଦୀପଗଡ ଠାରୁ ଆରମ୍ଭ କରି ଷଣ୍ଢକୁଦ ପର୍ଯ୍ୟନ୍ତ…

ଦୀର୍ଘ ୧୫ ବର୍ଷ ପରେ ମିଳିବକି ସୌମ୍ୟା ବିଶ୍ୱନାଥନଙ୍କୁ ନ୍ୟାୟ

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ଖବରଦାତା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ବୁଧବାର ସାକେତ କୋର୍ଟ ଏହାର ରାୟ ଦେବାକୁ ଯାଉଛନ୍ତି। ସାକେତ କୋର୍ଟ ଏହି ମାମଲା ଉପରେ ଅପରାହ୍ନ…

ଏହି ଦିନ ବିବାହ କରିବେ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କର ଚଳଚ୍ଚିତ୍ର ସାଲାର ଖୁବ୍‌ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ…

‘ପର୍ମାନେଣ୍ଟ ରୁମ ମେଟ’ ସିଜିନ-୩: ପୁଣି ଫେରିଲା ମିକି ତନୁଙ୍କ ପ୍ରେମ କାହାଣୀ…

ମୁମ୍ବାଇ: ମିକି ଏବଂ ତନୁଙ୍କ ଯୋଡି ଦର୍ଶକଙ୍କ ସହ ଯୋଡି ହେବାର ନଅ ବର୍ଷ ବିତିଗଲାଣି। ୨୦୧୪ରେ ଦେଶର ପ୍ରଥମ ୱେବ ସିରିଜ ପର୍ମାନେଣ୍ଟ ରୁମ ମେଟ…

ବିଦ୍ୟୁତ୍‌ ମହଙ୍ଗା ହେବା ପଛରେ ଆଦାନୀଙ୍କ ହାତ, ରାହୁଲଙ୍କ ଅଭିଯୋଗ

ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି…

ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ହିନ୍ଦୁ କ୍ରିକେଟର, ‘ଓଁ’ ଲେଖାଥିବା ବ୍ୟାଟ ନେଇ ଆସିଲେ ବ୍ୟାଟିଂ ଆଉ…

ଧର୍ମଶାଳା, ୧୮/୧୦: ଭାରତରେ ଚାଲିଥିବା ଆଇସିସି କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ଦେଖିବାକୁ ମିଳିଛି ଆଉ ଏକ ବଡ଼ ବିପର୍ଯ୍ୟୟ। ଟୁର୍ଣ୍ଣାମେଣ୍ଟର ୧୫ ତମ ମ୍ୟାଚରେ ନେଦରଲ୍ୟାଣ୍ଡସ୍ ଶକ୍ତିଶାଳୀ…

ଢେଙ୍କାନାଳକୁ ଆସିବ ପୁରୀ ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୧୮।୧୦(ରତନ ନାୟାର): ୨୦୨୦ ମସିହାରେ ପୁରୀ ରଥଯାତ୍ରାର ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଗୋଟିଏ ଚକ ଢେଙ୍କାନାଳକୁ ଅଣାଯିବ। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ…

ଇସ୍ରାଏଲରେ ମହିଳାଙ୍କ ସହ ବର୍ବରତା, ଗୋଟିଏ ପରେ ଗୋଟିଏ ମହିଳା ସୈନିକଙ୍କୁ ନିର୍ମମ ଭାବରେ ହତ୍ୟା କରୁଛି ହମାସ, ସାମ୍ନାକୁ ଆସିଲା ଭିଡିଓ

ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର କୌଣସି ନାଁ ନେଉନାହିଁ। ଯୁଦ୍ଧ ଆରମ୍ଭ ହେବାର ଦଶ ଦିନ ବିତିଗଲାଣି, କିନ୍ତୁ ସେମାନଙ୍କ…

ସ୍କୁଲରେ ଶିକ୍ଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଆଇଏସ ସଦସ୍ୟ

ପ୍ୟାରିସ,୧୮।୧୦: ଗତ ସପ୍ତାହରେ ଉତ୍ତର ଫ୍ରାନ୍ସରେ ଜଣେ ସ୍କୁଲ ଶିକ୍ଷକଙ୍କ ହତ୍ୟା ଘଟଣାର କିଛି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଦେଇଥିବା ଅଭିଯୋଜକ ବା ଓକିଲ…