ମୁଲତାନ,୩୧।୮: ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ନେପାଳକୁ ପରାସ୍ତ କରିଛି ପାକିସ୍ତାନି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
ମୁଲତାନ,୩୧ା୮(ପି.ଟି.): ଏସିଆ କପ୍ର ଉଦ୍ଘାଟନୀ ମ୍ୟାଚ୍ରେ ନେପାଳକୁ ୨୩୮ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଅଧିନାୟକ ବାବର…
ଜୁରିଚ୍, ୩୧।୮: ସମ୍ମାନଜନକ ଡାଇମଣ୍ଡ ଲିଗ୍ ମିଟ୍ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ନୂଆ ବିଶ୍ୱ ଚାମ୍ପିୟନ ଭାରତର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ରେ ମଧ୍ୟ ଚମତ୍କାର…
ଚେନ୍ନାଇ, ୩୧।୮: ଭାରତୀୟ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ନିଜ ପ୍ରଶାସକ କ୍ୟାରିୟର ଦିଗରେ ଆଉଏକ ପାଦ ଆଗକୁ ବଢ଼ିବାକୁ ଯାଉଛନ୍ତି। ସେ ଆସନ୍ତା…
ଭୁବନେଶ୍ୱର, ୩୧।୮: ଦେଶର ପ୍ରମୁଖ ଡିଜିଟାଲ ଓ୍ବାଲେଟ୍ ତଥା ଅନ୍ଲାଇନ ପେମେଣ୍ଟ ଆପ୍ ଫୋନ୍ପେ’ର ସହାୟକ କମ୍ପାନୀ ଫୋନ୍ପେ ୱେଲ୍ଥ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ…
ଭୁବନେଶ୍ୱର, ୩୧।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଓ ଟ୍ରୁ-୫ଜି ଲାବ୍ର ଶୁଭାରମ୍ଭ…
ମୁମ୍ବାଇ,୩୧।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପୂର୍ବରୁ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଥିବା…
ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରଉତେଲା ଅଭିନୟ ଜଗତରେ ଏତେ ସଫଳ ହୋଇ ପାରି ନ ଥିଲେ ମଧ୍ୟ ସେ ମଡେଲିଂରେ ଅନ୍ୟମାନଙ୍କଠାରୁ ବହୁ ଆଗରେ। ଏହା ବ୍ୟତୀତ…
ଭାରତରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭ ଉତ୍ସବ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ। ଚଳିତବର୍ଷ ଏହା ଅଗଷ୍ଟ ୩୧ରେ ପାଳନ କରାଯାଉଛି। ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍…
ପୁନେ,୩୧।୮: ଖୁବ୍ଶୀଘ୍ର ମ୍ୟାଲେିରଆ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସ୍ଆଇଆଇ)ର ପରିଚାଳନା ନିର୍ଦ୍ଦେଶକ ସାଇରସ୍ ପୁନାଓ୍ବାଲା ବୁଧବାର ଘୋଷଣା କରିଛନ୍ତି। ଏହି ଭ୍ୟାକ୍ସିନ୍…