ପଞ୍ଜାବ ସରକାର, ରାଜ୍ୟପାଳଙ୍କ ବିବାଦ ମଧ୍ୟରେ ବିଧାନସଭା ଅଧିବେଶନ ସ୍ଥଗିତ, ସୁପ୍ରିମକୋର୍ଟ ଯିବେ ମୁଖ୍ୟମନ୍ତ୍ରୀ ମାନ

ଚଣ୍ଡିଗଡ,୨୦।୧୦: ପଞ୍ଜାବରେ ଭଗବନ୍ତ ମାନ ସରକାର ଏବଂ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ବିବାଦ ମଧ୍ୟରେ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଝିଅ-ନାତି ମୃତ, ଅଜା ଗୁରୁତର

ଖଲ୍ଲିକୋଟ,୨୦ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ମୃତ ଏବଂ…

ବେଙ୍ଗାଲୁରୁ, ଚଣ୍ଡିଗଡ଼, ମୁମ୍ବାଇରେ ଭିଜା ସେବା ବନ୍ଦ କଲା କାନାଡା

ଓଟାଓ୍ବା,୨୦ା୧୦: କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ମାସେରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ବଡ଼ ଖବର ଆସିଛି। ଭାରତରୁ…

ଚାରି ମାସର ଉଚ୍ଚ ସ୍ତରରେ ସୁନା ଦାମ୍; ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ଡଲାର ରେଟ୍ ହ୍ରାସର ପ୍ରଭାବ

ନୂଆଦିଲ୍ଲୀ, ୨୦/୧୦: ସୁନା ଏବଂ ରୁପା ଦାମରେ ଶୁକ୍ରବାର ବୃଦ୍ଧି ପରିଲକ୍ଷିତ ହୋଇଛି, ଯେତେବେଳେ କି ଗତ କାଲି ଏଥିରେ ହ୍ରାସ ଦଖିବାକୁ ମିଳିଥିଲା। ଇସ୍ରାଏଲ ହମାସ…

ଓଡ଼ିଶାରେ ୪ ରଣଜୀ ଟ୍ରଫି ମ୍ୟାଚ୍‌ ଆୟୋଜନ ନେଇ ସ୍ପଷ୍ଟ: ଖୁବଶୀଘ୍ର ପ୍ରକାଶ ପାଇବ ଭେନ୍ୟୁ ତାଲିକା

ଭୁବନେଶ୍ୱର,୨୦।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୨୦୨୩-୨୪ ଘରୋଇ କ୍ରିକେଟ ସିଜନ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶାରେ ଏଲିଟ ଗ୍ରୁପ୍‌-ଡି’ର ୪ଟି ରଣଜୀ ଟ୍ରଫି ମ୍ୟାଚ ଆୟୋଜନ…

ଗ୍ଲୋବାଲ ଓ୍ବାର୍ମିଂ: ଆଲାସ୍କାର ସମୁଦ୍ରରୁ ହଜିଗଲେଣି ସ୍ନୋ କ୍ରାବ

ଓ୍ବାଶିଂଟନ୍‌, ୨୦।୧୦: ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି। ଜନସମାଜ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ବିପଦ ସାଜିଥିବାବେଳେ ଚଳିତ ବର୍ଷ…

ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆଗାମୀ ଫିଲ୍ମ ‘ତେଜସ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପରେ ଅଭିନେତ୍ରୀଙ୍କ ଏହି ଲୋକପ୍ରିୟ ଫିଲ୍ମ ରିଲିଜ ହେବାକୁ…

‘ଆଭ୍ୟନ୍ତରୀଣ ମାମଲାରେ କରୁଛନ୍ତି ହସ୍ତକ୍ଷେପ’, ୪୧ କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୧୦: ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, କୂଟନୀତିଜ୍ଞଙ୍କ ସମ୍ପର୍କରେ କାନାଡାର…

ରାଶିଫଳ: ଶନିବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ ଏକାଧିକଗ୍ରହ ଯୁକ୍ତ ମଙ୍ଗଳଙ୍କର ରାଶିକୁ ଦୃଷ୍ଟି ହେତୁ ଶାରୀରିକ ସୁସ୍ଥତା ପୂର୍ବପରି ଭଲ ଥିଲେ ମଧ୍ୟ ସମସ୍ୟା ବିଜଡ଼ିତ ରହିବ। ସମ୍ମୁଖରେ ଭଲ କହୁଥିବା ଲୋକଟି…

ଏହି ସବୁ କାରଣ ପାଇଁ ଚିନିକଳ ବନ୍ଦ କରିବାକୁ ହୋଇଛି ନିଷ୍ପତ୍ତି

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଉଦ୍ଧବ ଚରଣ ମାଝୀ…