‘ରାମ’ରେ ବଲିଉଡ୍‌ ଅଭିନେତା ରାହୁଲ ଦେବ

ଭୁବନେଶ୍ୱର,୩୧।୮(ଶର୍ମିଷ୍ଠା ପାଣିଗ୍ରାହୀ)ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟ ଦୀର୍ଘ ଦିନପରେ ପୁଣି ଓଲିଉଡ୍‌କୁ ଫେରୁଛନ୍ତି। ଦଶହରାରେ ରିଲିଜ୍‌ ହେବାକୁ ଯାଉଛି ତାଙ୍କ ଅଭିନୀତ ବଡ଼ ବଜେଟ୍‌ ଫିଲ୍ମ ‘ରାମ’।…

ରାଜଧାନୀରେ ଖୁବ୍‌ଶୀଘ୍ର ‘ସହଭାଗିତା’

ଭୁବନେଶ୍ୱର,୩୧।୮(ସତ୍ୟଜିତ୍‌ ରାଉତ)ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ଅପରାଧୀ। ଗୋଟେ ପରେ ଗୋଟେ ଆପରାଧିକ କାଣ୍ଡ ଘଟାଇ ଅପରାଧୀମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଚୋରି, ଲୁଟ୍‌, ଗୋଷ୍ଠୀ ସଂଘର୍ଷ,…

ରାୟଗଡ଼ା: ୟୁନିୟନ ବୋର୍ଡରୁ ପୌର ପରିଷଦ

ରାୟଗଡ଼ା ପୌର ପରିଷଦ ୫୨ବର୍ଷରେ ପଦାର୍ପଣ କରିଛି। ୧୯୭୧ ଜାନୁୟାରୀ ୧୫ରେ ରାୟଗଡ଼ା ପୌର ପରିଷଦ ଭାବେ ଘୋଷଣା ହୋଇଥିଲାା ହେଲେ ଦେଶ ସ୍ବାଧୀନ ହେବା ପୂର୍ବରୁ…

ଉତ୍କଳମଣି ଗୋପବନ୍ଧୁ ଥିଲେ ପ୍ରଥମ ଉପାଧ୍ୟକ୍ଷ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୮ ବର୍ଷରେ ପଦାର୍ପଣ କରିଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ କି.ମି. ଆୟତନକୁ ନେଇ…

ବଢ଼ୁଛି ଓ୍ବାର୍ଡ, ବଢ଼ୁନାହାନ୍ତି କର୍ମଚାରୀ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଥିଲା। ୧୮୬୭ରେ ବ୍ରହ୍ମପୁର ପୌରପାଳିକା ଗଠନ ହୋଇଥିଲା। ସେତେବେଳେ ରେଶମ ସହର ଜନସଂଖ୍ୟା ୩୦ ହଜାରରୁ ଅଧିକ…

ଆଜି ପ୍ରକାଶ ପାଇବ ପିଜି ଚତୁର୍ଥ ରାଉଣ୍ଡ ମେଧା ତାଲିକା

ଭୁବନେଶ୍ୱର, ୩୧।୮(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ନ ୨ଟାରେ ଚତୁର୍ଥ ରାଉଣ୍ଡ୍‌ ମେଧା ତାଲିକା ପ୍ରକାଶ…

ଯୁକ୍ତ୩ରେ ଖାଲିପଡ଼ିଛି ୧,୧୧,୧୦୮ ସିଟ୍‌

ଭୁବନେଶ୍ୱର, ୩୧।୮(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ୪ଟି ରାଉଣ୍ଡ୍‌ ନାମଲେଖା ହୋଇଥିଲେ ମଧ୍ୟ ସିଟ୍‌ ପୂରଣ ହୋଇପାରି ନାହିଁ।…

ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ଜୀବନ ବଞ୍ଚାଇଲେ

ନନ୍ଦପୁର, ୩୧ା୮ (ଶଙ୍କର ପୂଜାରୀ)ଥମୁନି ଜନନୀ ଜନ୍ତ୍ରଣା। ରାସ୍ତାଘାଟ ନ ଥିବାରୁ ଗ୍ରାମବାସୀଙ୍କୁ ମିଳିପାରୁନି ମୌଳିକ ସୁବିଧା ସହ ଆବଶ୍ୟକ ସମୟରେ ଚିକିତ୍ସା ସେବା। ଜରୁରୀ ସମୟରେ…

ଅସୁସ୍ଥ, ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଘରେ ପହଞ୍ଚତ୍ବ ମଧ୍ୟାହ୍ନଭୋଜନ, ପାଠ୍ୟପୁସ୍ତକ

ଭୁବନେଶ୍ୱର, ୩୧।୮(ଅସମାପିକା ସାହୁ)ବିଦ୍ୟାଳୟ ଆସିପାରୁ ନ ଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଘରେ ମିଳିବ ମଧ୍ୟାହ୍ନଭୋଜନ। ଏହି ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ…

ଅଭିମାନିନୀ, ମହିରୁହକୁ ୭ ପୁରସ୍କାର

ଯାଜପୁର,୩୧ା୮(ହର୍ଷବର୍ଦ୍ଧନ ବେହେରା)ବିହାରର ନୱାଦା ସହରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୪ର୍ଥ ସଂସ୍କରଣରେ ଯାଜପୁର ଜିଲା ବ୍ୟାସନଗରର ହିତେଶ କୁମାର ମହାପାତ୍ର କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ…