୨୭ତମ ରୁଚି ପ୍ରତିଭା ସମ୍ମାନ ସମାରୋହ

କଟକ,୩।୯: ରୁଚି ଫୁଡ୍‌ଲାଇନର ସାମାଜିକ ପ୍ରତିଷ୍ଠାନ ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ୍‌ ପିଲାର୍ସ ଅଫ୍‌ ଓି୍ବଜ୍‌ଡମ୍‌ର ମୁଖ୍ୟ ସମ୍ମିଳନୀ କକ୍ଷରେ ରୁଚି ପ୍ରତିଭା…

ରଙ୍ଗମିସ୍ତ୍ରୀଙ୍କ ପାଇଁ ମିଳିଲା ଚୋରି ମୂର୍ତ୍ତି

ସୋନପୁର,୩l୯(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସୋନପୁର ଥାନା ନିକଟସ୍ଥ ପଞ୍ଚରଥ ମନ୍ଦିରରୁ ଶନିବାର ରାତିରେ ମୂର୍ତ୍ତି ଚୋରି ହୋଇଥିଲା। ମନ୍ଦିର ପୂଜକ ରବିବାର ଏହି ସମ୍ପର୍କରେ ସୋନପୁର…

ଖୁଦୁରୁକୁଣୀ ବ୍ରତ ଆରମ୍ଭ: ଭାଇଙ୍କ ଦୀର୍ଘାୟୁ କାମନା କଲା ଭଉଣୀ

ନିରାକାରପୁର,୩।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଭାଇଙ୍କ ଦୀର୍ଘାୟୁ କାମନା ସହ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଭଉଣୀମାନେ ରବିବାର ଖୁଦୁରୁକୁଣୀ ବ୍ରତ ଆରମ୍ଭ କରିଛନ୍ତି। ବ୍ରତର ଆଜି ପ୍ରଥମ…

ଛୁରିଭୁସି ଶିକ୍ଷକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩ା୯ ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଶିକ୍ଷକଙ୍କୁ ଛାତ୍ର ଜଣକ ଛୁରିଭୁସି ହତ୍ୟା କରିଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ…

ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌: ହରମନପ୍ରୀତ ଖେଳିବା ପକ୍କା

ମେଲବୋର୍ନ, ୩ା୯: ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ର ବିଦେଶୀ ଖେଳାଳି ଚିଠାରେ କେବଳ ଜଣେ ମାତ୍ର ଭାରତୀୟ ହରମନପ୍ରୀତ କୌର ସ୍ଥାନ ପାଇଛନ୍ତି। ମେଲବୋର୍ନ ରେନେଗେଡ୍ସ…

ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୩, ୨୦୨୩ )

ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି     ଓଡିଶା ବିଧାନସଭା ପରିସରରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ…

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୩ା୯(ମନୋରଞ୍ଜନ ତିରିଆ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ…

ଚିନି ମୂଲ୍ୟ ୨୨୦ ଟଙ୍କା

ଇସଲାମାବାଦ୍‌,୩।୯: ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଚିନି ଦର ରେକର୍ଡ ଭାଙ୍ଗିଛି। ବାଲୁଚିସ୍ତାନର ଖୁଚୁରା ବଜାରରେ ଚିନି ମୂଲ୍ୟ ୨୨୦ ଟଙ୍କାରେ ପହଞ୍ଚିଛି। ଚିନି ପୂର୍ବରୁ ୨୦୦…

୬ ଦିନ ପରେ ବି ମିଳୁନି ପୁଅର ପତ୍ତା: ଥାନାରେ ପହଞ୍ଚିଲେ ମା’

ରାଇରଙ୍ଗପୁର,୩।୯(ମନୋରଞ୍ଜନ ତିରିଆ): ରାଇରଙ୍ଗପୁର ପୌରପାଳିକା ଅଧୀନ କୁଚେଇବୁଢ଼ୀ ଗ୍ରାମର ପ୍ରଫୁଲ୍ଲ ବନଛରଙ୍କ ପୁଅ କ୍ରୁନ୍ଦନ ବନଛର(୨୫) ୬ ଦିନ ହେଲା ନିଖୋଜ ଅଛନ୍ତି। କ୍ରୁନ୍ଦନ ଅଗଷ୍ଟ ୨୮ରେ…