ଜଳିଗଲା ବସ୍: ଦୁଇ ମୃତ, ଝରକା ଡେଇଁ ଜୀବନ ବଞ୍ଚାଇଲେ ଅନେକ ଯାତ୍ରୀ

ନୂଆଦିଲ୍ଲୀ,୮ା୧୧: ଦିଲ୍ଲୀକୁ ଲାଗିଥିବା ସାଇବର ସିଟି ଗୁରୁଗ୍ରାମରେ ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଛି। ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ଦୁଇ ଜଣ…

ନେଦରଲାଣ୍ଡକୁ ହରାଇ ସପ୍ତମ ସ୍ଥାନରେ ପହଞ୍ଚିଲା ଇଂଲଣ୍ଡ

ପୁଣେ,୮।୧୧: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୮ଟି ମ୍ୟାଚ୍‌ରେ ୨ଟି ମ୍ୟାଚ୍‌ ଜିତି ଚାରି…

ଜାତୀୟ କ୍ରୀଡା: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ, ଖୋ ଖୋରେ ୨ ରୌପ୍ୟ, ଓଡ଼ିଶାର ପଦକ ସଂଖ୍ୟା ୫୦ ପାର

ଭୁବନେଶ୍ୱର,୮ା୧୧: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ…

ଛତିଶଗଡ଼ ନିର୍ବାଚନ ପାଇଁ ବରଗଡ଼ରେ ବନ୍ଦ ହେବ ମଦ ଦୋକାନ

ବରଗଡ଼,୮ା୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ ତାରିଖ ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ଅନୁଯାୟୀ, ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍‌…

ଜେଇଇ ମେନ୍ ୨୦୨୪ ପାଇଁ ଏନଟିଏ ପ୍ରକାଶ କଲା ଯୋଗ୍ୟତା ମାନଦଣ୍ଡ, ଯୁକ୍ତ ଦୁଇରେ ଏତିକି ପ୍ରତିଶତ ମାର୍କ ରଖିବା ଜରୁରୀ

ନୂଆଦିଲ୍ଲୀ, ୮।୧୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ୨୦୨୪ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଇଞ୍ଜିନିଅରିଂ ପାଠ ପଢିବାକୁ ଚାହୁଁଥିବା ଆଶାୟୀ ବିଦ୍ୟାର୍ଥିମାନେ…

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା!

ନୂଆଦିଲ୍ଲୀ,୮।୧୧: ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। କୃତ୍ରିମ ବର୍ଷା ସମ୍ପର୍କରେ ଦିଲ୍ଲୀ ସରକାର ଆଇଆଇଟି କାନପୁରରୁ ବିସ୍ତୃତ ପ୍ରସ୍ତାବ ଲୋଡିଛନ୍ତି।…

ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୧: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଦ୍ୱାଦଶ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୩ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀରେ ଗ୍ରାହକମାନେ ଟେରାକୋଟା ସାମଗ୍ରୀ କିଣୁଛନ୍ତି     ଭୁବନେଶ୍ୱର ଜନତା ମଇଦାନରେ ନଭେମ୍ବର ୯ରୁ…

କଂଗ୍ରେସ ଜିତିଲେ ବାବର-ଔରଙ୍ଗଜେବ ନିର୍ଯାତନା ଦେବା ଆରମ୍ଭ କରିବେ: ହିମନ୍ତ

ଭୋପାଳ,୮।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଅନୁଷ୍ଠିତ ହେବ। ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଆସାମର…

ମହୁଆ ମୋଇତ୍ରାଙ୍କ ଲୋକସଭା ସଦସ୍ୟତା ବାତିଲ କରିବାକୁ ସୁପାରିସ କଲେ ଏଥିକ୍ସ କମିଟି!

ନୂଆଦିଲ୍ଲୀ,୮ା୧୧: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କ ସଦସ୍ୟତା ବାତିଲ କରିବାକୁ ସୁପାରିସ କରିଛି ଏଥିକ୍ସ କମିଟି। ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ମହୁଆଙ୍କ…