ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…

ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ…

ଇସ୍ରାଏଲକୁ ଦ୍ୱିତୀୟ ଥର ଏୟାରକ୍ରାଫ୍ଟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୦: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୯ଦିନରେ ପହଞ୍ଚିଛି। ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିଅର ଷ୍ଟ୍ରାଇକକୁ ଭୂ-ମଧ୍ୟ ସାଗରକୁ…

ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲ ପାଲେଷ୍ଟାଇନ ଶୀର୍ଷ ନେତାଙ୍କ ସହ ଆଲୋଚନା କଲେ ବାଇଡେନ…

ଓ୍ବାଶିଂଟନ,୧୫।୧୦ : (୦୧) ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପାଲେଷ୍ଟାଇନ…

ଦୁନିଆର ସବୁଠୁ ଲମ୍ବା କାର୍‌, ସ୍ବତନ୍ତ୍ରତା ଜାଣିଲେ…

ଦୁନିଆରେ ଏପରି ଅନେକ ଜିନିଷ ତିଆରି ହୋଇଛି, ଯାହା ଲୋକଙ୍କୁ ଚକିତ କରିଥାଏ। ଦାମୀ ଜୋତା ହେଉ କି ବ୍ୟାଗ୍‌ କିମ୍ବା ଗାଡ଼ି। ଆଜିର ସମୟରେ କାର୍‌ଗୁଡ଼ିକ…

ଗୀତିକାର ସାଜିଲେ ମୋଦି

ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତିକାର ପାଲଟିଛନ୍ତି। ମୋଦି ଲେଖିଥିବା ଏକ ନୂଆ ‘ଗର୍ବା’ ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀ ଧ୍ୱନି ଭାନୁଶାଳୀ ଗାଇଛନ୍ତି। ତନିଷ୍କ ବାଗ୍‌ଚୀ ଏଥିରେ…

ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…

ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ…

କଂଗ୍ରେସ ପକ୍ଷରୁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ, ଛିିନ୍ଦୱାଡାରୁ ଲଢ଼ିବେ କମଲ ନାଥ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ବର୍ତ୍ତମାନ ୨୩୦ ସିଟ ମଧ୍ୟରୁ ୧୪୪ ନାମ…

ଓଡ଼ିଶାର ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର,୧୫ା୧୦(ଅସମାପିକା ସାହୁ): ଭାରତୀୟ ଅଡିଟ୍‌ ଓ ଆକାଉଣ୍ଟସ୍‌ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକ୍‌ଦାରୀ ) ଅନନ୍ତ କିଶୋର ବେହେରାଙ୍କର…

ପୁଣି ଥରିଲା ଆଫଗାନିସ୍ତାନ

କାବୁଲ,୧୫।୧୦: ପୁଣି ଥରେ ଥରିଛି ପଶ୍ଚିମ ଆଫଗାନିସ୍ତାନ। ରବିବାର ସକାଳେ ଆଫଗାନିସ୍ତାନର ପଶ୍ଚିମ ଇଲାକାରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି।…

ୟୁଟ୍ୟୁବର୍‌ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ

ନୂଆଦିଲ୍ଲୀ,୧୫।୧୦: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ…