ପୁଟିନଙ୍କୁ ବାଇଡେନଙ୍କ ଧମକ: ସୁଧୁରି ଯାଅ ନ ହେଲେ ରୁଷିଆ ସହ ଆମେରିକା କରିବ ଯୁଦ୍ଧ…

ଓ୍ବାଶିଂଟନ/ମସ୍କୋ,୩୦।୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆକୁ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଯୁଦ୍ଧରେ…

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି! ନବନିଯୁକ୍ତ ଶିକ୍ଷକଙ୍କର ହେବ ପୁନଃଯାଞ୍ଚ

ଭୁବନେଶ୍ୱର, ୩୦।୧୨: ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଇଛି ଶିକ୍ଷା ବିଭାଗ। ଗତମାସରେ ବିହାର ସରକାର ପ୍ରାୟ ଏକ ଲକ୍ଷ…

ନୀତୀଶଙ୍କ ଜେଡିୟୁରେ ଫାଟ,ଲଲନଙ୍କୁ ହଟାଇବା ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା: ଜୀତନ ରାମ…

ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲଙ୍‌ନ ସିଂଙ୍କୁ ହଟାଇବା ପରେ ଏବେ ବିହାରରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଶାସକ ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀ ଥିବା…

ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓଏସଏସସି

ଭୁବନେଶ୍ୱର, ୩୦।୧୨: ବିଭିନ୍ନ ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବୈଷୟିକ ପଦବୀଗୁଡ଼ିକ…

ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ

କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି।  ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ…

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ପଦବୀ: ତେଜସ୍ବୀ କ୍ଷମତା ଦଖଲ କରିବା ନେଇ କଳ୍ପନାଜଳ୍ପନା…

ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲନ ସିଂଙ୍କ ଇସ୍ତଫା ପରେ ନୀତୀଶ କୁମାରଙ୍କ ହାତରେ ଦଳର ଡୋର ଆସିବା ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର…

ସରକାର ନେବେ ବଡ଼ ନିଷ୍ପତ୍ତି ! ଟ୍ରୁକଲର ହେବ କି ବନ୍ଦ ? ଆଉ ଦେଖା ଯିବନି ନମ୍ବର ସହିତ କଲରଙ୍କ ନାମ…

ନୂଆଦିଲ୍ଲୀ,୩୦।୧୨ : ସ୍ମାର୍ଟଫୋନ ଆସିବା ସହିତ ୟୁଜରଙ୍କୁ ନୂତନ ବୈଶିଷ୍ଟ୍ୟ ମଧ୍ୟ ମିଳିଛି। ଟ୍ରୁକଲରର ଏପରି ଏକ ବୈଶିଷ୍ଟ୍ୟ ଅଛି ଯେଉଁଥିରେ ଉପଭୋକ୍ତା ଫୋନ ନମ୍ବର ସହିତ…

ନିର୍ବାଚନ ପୂର୍ବରୁ ନଓ୍ବାଜ ପାସ୍‌-ଇମ୍ରାନ ଫେଲ୍‌: ଭୟ ନା ଯୋଜନାବଦ୍ଧ କୂଟନୀତି, ଏବେ ଅପିଲ ଶେଷ ଆଶା…

ଇସଲାମାବାଦ,୩୦।୧୨ : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମାଙ୍କନପତ୍ର ଖାରଜ କରାଯାଇଛି। ଇମ୍ରାନ ଖାନ ପାକିସ୍ତାନ ପଞ୍ଜାବର ରାଜଧାନୀ ଲାହୋର…

ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଗେମିଂ ଆପ ଦ୍ୱାରା ଛୋଟ ପିଲାଙ୍କୁ କରୁଛି ଟାର୍ଗେଟ…

ବେଜିଂ,୩୦।୧୨ : ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି। ଏହି କାରଣରୁ ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ଚାଇନିଜ ଆପ…

ଇସ୍ତଫା ଦେଲେ କିରିକୁଟି ସରପଞ୍ଚ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ସ୍ଥାନୀୟ…