ଏମିତି ଗବେଷଣା କରାଯିବ, ମଣିଷ ଜୀବିତ ରହିବ ୧୫୦ ବର୍ଷ, ୨୦୨୪କୁ ନେଇ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ

୨୦୨୩ବର୍ଷ ଶେଷ ହେଉଛି ଏବଂ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ୨୦୨୪ବର୍ଷ ବିଶ୍ୱ ପାଇଁ କିପରି ହେବ ସେନେଇ ଫ୍ରାନ୍ସର ଜ୍ୟୋତିଷ ନୋଷ୍ଟ୍ରାଡାମସ ଅନେକ ଭବିଷ୍ୟବାଣୀ…

ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା

ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ…

ଧୂଳିଧୂଆଁରେ ପଥଚାରୀ ନୟାନ୍ତ

ଯାଜପୁର,୩୦ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ୭ ବର୍ଷ ହେବ ଚାଲିଛି। କିନ୍ତୁ…

‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି…

ଦୁହ୍ଲନିୟା-୩ରେ ଧମାଲ କରିବେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ଦମଦାର ଅଭିନୟ ପାଇଁ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କ କ୍ୟାରିୟରରେ ଅନେକ ହିଟ…

ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ହାଟଡ଼ିହୀ,୨୯l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ହୀ ବ୍ଲକ୍‌ ଶଢ଼ା ପଞ୍ଚାୟତରେ ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଏବଂ ପ୍ରକଳ୍ପ…

ଯାତ୍ରୀଙ୍କ ପାଇଁ ଖୁସିଖବର: ଅଯୋଧ୍ୟା ପାଇଁ ଏହି ୩ ସହରରୁ ଆରମ୍ଭ ହେବ ବିମାନ ସେବା, ବିମାନବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଘୋଷଣା

ନୂଆଦିଲ୍ଲୀ,୩୦।୧୨: ଡିସେମ୍ବର ୩୦ ଅଯୋଧ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨.୧୫ ରେ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦର ଏବଂ…

ସାଇକେଲରେ ଏମିତି ଷ୍ଟଣ୍ଟ କଲେ ଯୁବତୀ…

ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଏପରି ଅଦ୍ଭୁତ ଭିଡିଓ ଦେଖିଥାଉ ଯାହା ଆମକୁ ହସାଇଥାଏ। ବେଳେବେଳେ ଆମେ ମଧ୍ୟ କିଛି ସୂଚନାପୂର୍ଣ୍ଣ ଭିଡିଓ ପାଇଥାଉ ଯାହାକୁ ଦେଖିବା…

ସ୍ବାମୀଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଓଢଣା ତଳେ ଗୁଟଖା ଖାଉଥିଲେ ବୋହୂ, ମାମଲା ପହଞ୍ଚିଲା…

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ସେମାନଙ୍କ ବୋହୂଙ୍କ ବିରୋଧରେ ଅଭିଯୋଗ ଆଣି ପୋଲିସ ଷ୍ଟେଶନରେ…