ବାଲିରେ ବଡସିଂହାର ବେଶ

ନବବର୍ଷ ୨୦୨୪ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ଵଡସିଂହାର ବେଶ। ଏହି ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର,୧ା୧ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ…

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ…

ଆଇଆଇଟି ଛାତ୍ରୀ ଗଣବଳାତ୍କାର ମାମଲା: ମଙ୍ଗଳବାର ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୧।୧: ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ…

ମଣିପୁରରେ ପୁଣି ହିଂସା: ୩ ଜଣଙ୍କୁ ଗୁଳି କରି ହତ୍ୟା, ଅନେକ ଜିଲାରେ କର୍ଫ୍ୟୁ

ଇମ୍ଫାଲ,୧।୧: ସୋମବାର ସାରେ ମଣିପୁରର ଥୌବାଲ ଜିଲାରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୫ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ଯାହା…

ଓଡ଼ିଶା: ଆଜିର ଫଟୋ (୧ ଜାନୁଆରୀ , ୨୦୨୪ )

ନବ ବର୍ଷରେ ପୂଜାର୍ଚ୍ଚନା ପାଇଁ କଟକ ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ଗହଳି କଟକରେ ବିଭିନ୍ନ କ୍ଲବରେ ଜିରୋ ନାଇଟ ପାଳନ

ନୂଆବର୍ଷରେ ଅଘଟଣ: ଦୀପରୁ ଲାଗିଲା ନିଆଁ

କେନ୍ଦୁଝର,୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଇଁ ସୋମବାର କେନ୍ଦୁଝର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଭକ୍ତମାନେ ଲଗାଇଥିବା ଦୀପରୁ ନିଆଁ…

କାରରେ ଆସି କାଟିଲେ ଶଟର

ଭୁବନେଶ୍ୱର,୧।୧ (ସୂର୍ଯ୍ୟକାନ୍ତ ବେହେରା) : ନୂଆବର୍ଷ ପାଇଁ ସହରରେ କଡ଼ା କଟକଣା ସତ୍ତ୍ୱେ କାରରେ ଆସି ଶଟର ତାଲା କାଟି ଏକ ଇଲେକ୍ଟ୍ରିକାଲ ଦୋକାନରୁ ଲକ୍ଷାଧିକ ଟଙ୍କାର…

ବାଂଲାଦେଶର ନୋବେଲ ବିଜୟୀ ମହମ୍ମଦ ୟୁନୁସ୍‌ଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

ଢାକା,୧।୧: ବାଂଲାଦେଶର ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଡ. ମହମ୍ମଦ ୟୁନୁସ୍‌ଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ଅଦାଲତ ସୋମବାର ଦୋଷୀସାବ୍ୟସ୍ତ କରିବା ସହ ୬ ମାସ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମୁମ୍ବାଇରେ ପାଳନ ହେବ ଦୀପାବଳି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ,୧।୧: ୨୨ ଜାନୁୟାରୀ ୨୦୨୪ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବଡ ଘୋଷଣା…