ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଉନ୍ନତି ଓ ବୈଷୟିକ ସୁଖ,ସମୃଦ୍ଧି କାରଣରୁ ମନ ପ୍ରଫୁଲ୍ଲ ରହିବ। ଦ୍ୱିଜା ନକ୍ଷତ୍ର ସାହିତ୍ୟ ଚର୍ଚ୍ଚା, ସଭାସମିତି, ରାଜନୀତି ଓ ସଂଗଠନ କ୍ଷେତ୍ରରୁ…

ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ…

ଗାଁରେ ବ୍ୟାପୁଛି ଚର୍ମ ରୋଗ: ଡାକ୍ତରୀ ଦଳ ପହଞ୍ଚି ଆରମ୍ଭ କଲେ ଚିକିତ୍ସା

ତୁମୁଡିବନ୍ଧ,୨୬।୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଧୀନ ଲଙ୍କାଗଡ଼ ପଞ୍ଚାୟତ ବାଡ଼ିଙ୍ଗାଲୁ ଗ୍ରାମରେ ଚର୍ମ ରୋଗ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏନେଇ ଏକ…

ମଣିଷ ନା ରୋବର୍ଟ! ବ୍ୟାଟେରୀ ଦ୍ୱାରା ବଞ୍ଚିଛନ୍ତି ମହିଳା, ଚାର୍ଜ ସରିଗଲେ ଚାଲିଯିବ ଜୀବନ, ଜାଣନ୍ତୁ କାରଣ..

ଆମେରିକାର ଜଣେ ମହିଳା ଏକ ଦୁର୍ଲଭ ହୃଦ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁ କାରଣରୁ ତାଙ୍କ ପଲ୍ସକୁ ଚଳାଇବା ପାଇଁ ବ୍ୟାଟେରୀର ଆବଶ୍ୟକ ପଡୁଛି। ଯଦି ଏହି…

ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କାତାର କୋର୍ଟ

ନୂଆଦିଲ୍ଲୀ,୨୬।୧୦: କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ…

ଦାୟିତ୍ୱ ନେଲେ ପୋଲସରାର ନୂଆ ବିଡିଓ

ପୋଲସରା,୨୬ା୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ରହିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ଶ୍ରୀଲଙ୍କା ବୋଲରଙ୍କ ଆଗରେ ଚିତ୍‌ପଟାଙ୍ଗ୍‌ ବିଶ୍ୱ ଚାମ୍ପିଅନ୍‌ ଇଂଲଣ୍ଡ

ଚେନ୍ନାଇ,୨୬।୧୦:ବିଶ୍ୱକପର ୨୫ତମ ମ୍ୟାଚରେ ଶ୍ରୀଲଙ୍କା ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ୧୫୬ରେ ଅଲଆଉଟ୍‌ ହୋଇଯାଇଛି। ବିଶ୍ୱକପ ଚାମ୍ପିଅନ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କାର ବୋଲିଂ ବିପକ୍ଷରେ ଠିଆ…

ଅକ୍ଷୟଙ୍କଠାରୁ ବର୍ଷ ବର୍ଷର ବଦଲା ନେଲେ କମେଡି କିଙ୍ଗ

ମୁମ୍ବାଇ: କମେଡି କିଙ୍ଗ କପିଲା ଶର୍ମା ନିଜ ଶୋ’ ପାଇଁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ସବୁବେଳେ କିଛି ନା କିଛି କାରଣ ପାଇଁ…

ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି…

ଆମେରିକା ରାଷ୍ଟ୍ରପତି କହିଲେ ଇସ୍ରାଏଲ-ହମାସ ଯୁଦ୍ଧର କାରଣ, ରହିଛି ଭାରତର ଲିଙ୍କ୍

ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୦ ଦିନରେ ପହଞ୍ଚିଛି। ଗୁରୁବାର ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…