ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ, ଆଫଗାନିସ୍ତାନର ସାହାଯ୍ୟ ଆବଶ୍ୟକ, ଜାଣନ୍ତୁ ୨ ପଡ଼ୋଶୀ କିପରି ପାକିସ୍ତାନକୁ ଦେଇପାରିବେ ସେମିଫାଇନାଲ ଟିକେଟ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନ ସର୍ବଦା ନିଜର ଦୁଇ ପଡ଼ୋଶୀ ଉପରେ ନଜର ରଖେ, କିନ୍ତୁ ବିଶ୍ୱକପ ୨୦୨୩ରେ ସେମିଫାଇନାଲରେ ପ୍ରବେଶ କରିବା ଉପରେ ବର୍ତ୍ତମାନ ୨ ପଡୋଶୀ ଉପରେ…

ନୀଳନୟନାଙ୍କୁ ମିଳୁଛି ବିମାନରେ ଚାକିରି, ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଭାଇରାଲ…

ଓ୍ବାଶିଂଟନ,୧।୧୧: ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଅଭିଯୋଗ ହୋଇଛି। ବାସ୍ତବରେ, ବିମାନର ଦୁଇଜଣ ବିମାନ କର୍ମଚାରୀ ଦାବି କରିଛନ୍ତି ସେମାନଙ୍କ ରୂପ ଯୋଗୁଁ ସେମାନଙ୍କୁ ଭେଦଭାବ କରାଯାଇଛି। ସେମାନେ…

ଭିଟାମାଟି ଛାଡିଲେ ୨୫ ଲକ୍ଷ ଇସ୍ରାଏଲ ନାଗରିକ, ପଚାସଢ଼ା ମୃତଦେହ ଚିହ୍ନିବା କଷ୍ଟକର…

ଜେରୁଜେଲମ,୧।୧୧: ଗାଜା ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଇସ୍ରାଏଲ ନାଗରିକ ଭିଟାମାଟି ଛାଡିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସ୍ଥାନୀୟ ପରିଷଦ ସହିତ ଦକ୍ଷିଣରେ ଏସବୁ…

ପୁନରୁଦ୍ଧାର ହେଲାନି, ବନ୍ଦ କରିଦେଲେ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମବାୟ ଚିନିକଳ ଜିଲାର ଆଖୁଚାଷୀଙ୍କ ଜୀବନରେଖା ଥିଲା। ସହର ଉପକଣ୍ଠ ତୋରାଠାରେ ନିର୍ମିତ ଏହି ଚିନିକଳକୁ ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ…

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର, ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୧।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ତାରିଖରୁ ବାଲେଶର…

ପୁଅର ଚିକିତ୍ସା ପାଇଁ ମା’ବାପାଙ୍କ ନିବେଦନ

କାଏମା,୧।୧୧ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ(୨୦) ବଜ୍ରପାତରେ ଗୁରୁତର ହୋଇ ୪୦ଦିନରୁ ଅଧିକ ହେବ କଟକ…

୪ ଭାଲୁ ସହ ଘଣ୍ଟାଏ ଲଢିଲେ, ଆଉ ତା’ ପରେ…

ପାଟଣା,୧।୧୧(ବୀର କିଶୋର ଦାଶ): ଜୀବନ ବଞ୍ଚାଇବାକୁ ଯାଇ ସୁଦର୍ଶନ ନାୟକ(୫୩) ନାମକ ଜଣେ ବ୍ୟକ୍ତି ୪ ଭାଲୁ ସହ ଘଣ୍ଟାଏ ଧରି ଲଢେଇ କରି ଶେଷରେ ରକ୍ଷା…

ନଭେମ୍ବର ୧ରୁ ଧାମରାରୁ ଦେବୀ ମୁହାଣ ମାଛଧରା କଟକଣା

ରାଜନଗର,୧।୧୧(ଭାସ୍କର ରାଉତରାୟ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ଗହୀରମଥା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ତୀର୍ଥସ୍ଥଳୀ। ଅତିଥି ଅଲିଭ ରିଡ୍‌ଲେ ଯୋଜନ ଯୋଜନ ସାମୁଦ୍ରିକ…

ପ୍ରଗତିରେ ବାଧକ ସାଜିଛି ଦୁର୍ନୀତି

ଜଗତ୍‌ସିଂହପୁର, ୧।୧୧ (ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଲାଣି। ବିଶେଷକରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନଙ୍କ ଦୁର୍ନୀତିଖୋର ମନୋଭାବ ଚିନ୍ତାର…

ଘୁମୁସର ଉତ୍ତର ବନଖଣ୍ଡରେ ୫ ବାଘ ଥିବା ଆଶଙ୍କା

ଭଞ୍ଜନଗର, ୧।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ବୁଧବାର ଠାରୁ ଆରମ୍ଭ ହେବ। ବାଘ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଟ୍ରାପ କ୍ୟାମେରା…