ଜେରୁଜେଲମ,୧୦।୧୧: କେବଳ ସ୍ମୃତି ନୁହେଁ ଜୀବନ୍ତ ସ୍ମୃତି ମଧ୍ୟ ଆମ ଆଖି ଆଗରେ ରହିଥାଏ, ଇସ୍ରାଏଲ ସରକାର ଶୁକ୍ରାଣୁ ସଂରକ୍ଷଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ହମାସ ସହିତ…
କୋରାପୁଟ,୧୦ା୧୧(ଅମିତାଭ ବେହେରା): ଶୁକ୍ରବାର କୋରାପୁଟ ସଦର ମହାକୁମାରେ ଥିବା ପୋଲିସ ପଡ଼ିଆଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲା…
ଚେନ୍ନାଇ,୧୦।୧୧: ବିଶ୍ୱକପ ୨୦୨୩ରେ ପାକିସ୍ତାନର ଯାତ୍ରା ପ୍ରାୟ ଶେଷ ହୋଇଛି। ସେମିଫାଇନାଲରେ ପ୍ରବେଶ କରିବା ତାଙ୍କ ପକ୍ଷେ ଅସମ୍ଭବ। ଯଦି ଏହା ଶେଷ ଚାରିଟିରେ ପହଞ୍ଚିବାକୁ ଚାହୁଁଛି,…
ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ଆମ ଆଦମୀ ଦଳର ନେତା ସତ୍ୟେନ୍ଦ୍ର ଜୈନ ଏବଂ ରାଘବ ଚଢାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ନିମ୍ନ ଅଦାଲତ…
ପୁରୀ,୧୦।୧୧: ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଛି। ଧନତେରସରେ ପ୍ରବଳ ଭିଡ଼ କାରଣରୁ ଠେଲାପେଲାରେ ୧୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମାନ୍ୟ ଆହତ ହୋଇଥିବା…
ଜେରୁଜେଲମ,୧୦।୧୧: ଗାଜା-ଇସ୍ରାଏଲ ଯୁଦ୍ଧରେ ପ୍ରତିଦିନ ୧ରୁ ଅଧିକ ଖବରଦାତାଙ୍କୁ ହତ୍ୟା କରାଯାଉଛି। ଖବରଦାତାମାନଙ୍କୁ ସୁରକ୍ଷା ଦେବା କମିଟି ଅନୁଯାୟୀ, ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଗାଜା-ଇସ୍ରାଏଲ ଯୁଦ୍ଧ ସବୁଠାରୁ…
ନୂଆଦିଲ୍ଲୀ,୧୦।୧୧: କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ…
ବଣାଇ,୧୦ା୧୧(ପ୍ରଦୀପ ତ୍ରିପାଠୀ): ମୃତ୍ୟୁ କେତେବେଳେ କେମିତି ଆସିବ କାହାକୁ ଜଣା ନ ଥାଏ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୋଇଡ଼ା…
କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଡିଭିଜନ ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ଗ୍ରାମ ନିକଟ ଜଙ୍ଗଲରେ ଏକ ପ୍ରାୟ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଛି।…
କଟକ,୧୦।୧୧: ଏଟିଏମ୍ ଗୁଡ଼ିକରେ ଫେସିଆଲ ବାୟୋମେଟ୍ରିକ ବ୍ୟବସ୍ଥା ପ୍ରଚଳନ କରିବା ଉପରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଫେସିଆଲ ବାୟୋମେଟ୍ରିକ…