ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ଜାନୁଆରୀରେ ଘୋଷଣା ହେବ ଦଣ୍ଡ

ନୂଆଦିଲଲ୍ଲୀ,୧୯।୧: ଟେଲିଭିଜନ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବା ନେଇ ସାକେଟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର…

ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ନୂଆ ଫଟୋ, ଦେଖନ୍ତୁ ଅଦ୍ଭୁତ ସ୍ବରୂପ

ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପରେ ଏହାର ଫଟୋ ସାମ୍ନାକୁ ଆସିବାରେ ଲାଗିଛି। ଶୁକ୍ରବାର ରାମଲାଲାଙ୍କ ଆଉ ଏକ ଫଟୋ ଆସିଛି,…

ଫେବୃଆରୀ ୫ରୁ ବିଧାନସଭା

ଭୁବନେଶ୍ୱର,୧୯ା୧: ଫେବୃଆରୀ ୫ରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ୫ରୁ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନରେ କାମଚଳା ବଜେଟ୍‌ ଆଗତ କରାଯିବ। ୫ରେ…

ଦିଲ୍ଲୀରେ ହୃଦୟ ବିଦାରକ ଘଟଣା: ପାଣି ନ ଦେବାରୁ ରୁମ ପାର୍ଟନରଙ୍କୁ ଗଳା ଚିପି ହତ୍ୟା, ଫଙ୍ଖାରେ ଲଟକାଇଲେ ମୃତଦେହ

ନୂଆଦିଲ୍ଲୀ,୧୯।୧: ରାଜଧାନୀ ଦିଲ୍ଲୀର ନିହାଲ ବିହାରରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ପିଇବା ପାଣି ନ ଦେବାରୁ ରୁମ ପାର୍ଟନର ଜଣେ ନାବାଳକଙ୍କ ସହ…

ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ରାମ ମନ୍ଦିର, ଏହି ଦିନଠୁ କରିପାରିବେ ଦର୍ଶନ

ଲକ୍ଷ୍ନୌ,୧୯।୧: ଆଜିଠାରୁ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ। ଶୁକ୍ରବାର ସା ୭ଟାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ହୋଇପାରିବନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ…

‘ଭଗବାନ ରାମଙ୍କ ଆଦର୍ଶରେ ଆମେ ଚାଲୁଛୁ’, ମହାରାଷ୍ଟ୍ରରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଛନ୍ତି। ଏଠାରେ ସେ ୨ ହଜାର କୋଟି ଟଙ୍କା ମୂଲ୍ୟର ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ…

‘ମୋଦି ଜୀଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ…’, ଭାବପ୍ରବଣ ହୋଇ କହିଲେ ରାମଭକ୍ତ

ଲକ୍ଷ୍ନୌ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ। ଅଯୋଧ୍ୟାରେ ଏହି ମହାନ ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ…

ହିମାଚଳ କଂଗ୍ରେସକୁ ଝଟ୍‌କା, ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି ପିତା…ଏପଟେ ପୁଅ ଦେଲେ ଇସ୍ତଫା

ଶିମଲା,୧୯।୧: ପିତା ମନ୍ତ୍ରୀ ପଦ ପାଇଁ ଅପେକ୍ଷା କରିଛନ୍ତି। ହେଲେ ପୁଅ ତାଙ୍କ ପଦରୁ ଇସ୍ତଫା ଦେଇଦେଲେ। ଏହି ପ୍ରସଙ୍ଗ ହିମାଚଳ ପ୍ରଦେଶ କଂଗ୍ରେସ ସହ ଜଡିତ।…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାଜପାର ମେଗା ପ୍ଲାନ, ମୋଦି କରିବେ ୧୪୦ ରାଲି

ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ…

ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ

ତିହିଡ଼ି,୧୯ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ଗଦି ଲେଭଲ କ୍ରସିଂଠାରେ ଶୁକ୍ରବାର ସକାଳୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ରେଳପଥ ଅବରୋଧ କରାଯାଇଛି। ରେଳପଥ ପାଇଁ ଜମି ହରାଇଥିବା…