ଏକ୍ସ-ଗର୍ଲଫ୍ରେଣ୍ଡ ନାଁରେ ଚାଟ୍‌ ଦୋକାନ ଖୋଲିଲେ ଯୁବକ, ଏବେ ଛୁଟୁଛି ଲୋକଙ୍କ ସୁଅ

ବେଙ୍ଗାଲୁରୁ, ୨।୨: ଦୋକାନଗୁଡିକର ନାଁ ବେଳେବେଳେ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥାଏ। ନିଟକରେ ବେଙ୍ଗାଲୁରୁରେ ନିଆରା ନାଁ ଥିବା ଦୋକାନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ବସ୍‌କୁ ପଛପଟୁ ଧକ୍କାଦେଲା ହାଇଓ୍ବା: ୧୭ ଯାତ୍ରୀ ଆହତ

ଖୋର୍ଦ୍ଧା,୨ା୨(ପ୍ରଭାତ ପାଣିଗ୍ରାହୀ): ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶିଳ୍ପାଞ୍ଚଳ ଥାନା ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍‌କୁ ହାଇଓ୍ବା ଧକ୍କା ଦେବାରୁ ୧୭ଜଣ ଯାତ୍ରୀ…

ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ଝଟକା

ନୂଆଦିଲ୍ଲୀ,୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ସୋରେନଙ୍କୁ କହିଛନ୍ତି ଆପଣ କାହିଁକି ହାଇକୋର୍ଟକୁ…

କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ

ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ନିଆରା ପଦକ୍ଷେପ ପୁଣି ଥରେ ଯୋଧପୁରରେ ଦେଖିବାକୁ ମିଳିଥିଲା। ଯୋଧପୁରର ଓସିୟାନରେ ଆୟୋଜିତ ଏକ ବିବାହରେ କନ୍ୟା ଘର ଦ୍ୱାରା ବରଙ୍କୁ…

ଗ୍ୟାସ୍‌ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ

ନାଇରୋବି,୨ା୨: ଗ୍ୟାସ୍‌ ଲିକ୍‌ ହେତୁ ଅଗ୍ନିକାଣ୍ଡ ଯୋଗୁ ନାଇରୋବିରେ ଏକ ବଡ଼ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣ ଜିଅନ୍ତା…

୫ମ ଥର ପାଇଁ ଇଡିରେ ହାଜର ହେଲେନି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଇଡିରେ ହାଜର ହୋଇନାହାଁନ୍ତି। ଆମ ଆଦମୀ ପାର୍ଟି ଇଡି ସମନକୁ ବେଆଇନ ବୋଲି କହିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶିଲିଂ ଫ୍ୟାନ୍‌ ଉପରେ ଥିଲା ଅହିରାଜ, ବୁଲିଲା ଫ୍ୟାନ୍‌: ଦେଖନ୍ତୁ ହୃଦୟଥରା ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ଭୟଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓ ଲୋକଙ୍କୁ ଭୟଭୀତ କରିଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି…

ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ

ବଲାଙ୍ଗୀରି,୨।୨: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ। ଏଭଳି ଏକ ନାଟକୀୟ ଘଟଣା ଗୁରୁବାର…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ରଜତ ପାଟିଦାର

ବିଶାଖାପାଟନମ୍‌,୨।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ କେବଳ ତିନି ଜଣ ସ୍ପିନର ଏବଂ…

ଦଶମ କିମ୍ବା ଦ୍ୱାଦଶ ପରୀକ୍ଷାରେ ପାସ୍‌ କରିଥିବା ଯୁବତୀଯୁବକଙ୍କ ପାଇଁ ରେଳ ବିଭାଗରେ ବମ୍ପର ଚାକିରି ସୁଯୋଗ: ତୁରନ୍ତୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨।୨: ନିକଟରେ ରେଳ ବିଭାଗ ପକ୍ଷରୁ ଆଗକୁ ବମ୍ପର ନିଯୁକ୍ତି ସୁଯୋଗ ହେବ। ଏହି କ୍ରମରେ ରେଲଓ୍ବେ ନିଯୁକ୍ତି ସେଲ (ଆରଆରସି) ଦକ୍ଷିଣ ରେଳଓ୍ବେ (Southern Railway)…