ନୂଆଦିଲ୍ଲୀ,୨।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ଯେଉଁଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି। ଅନ୍ୟପକ୍ଷରେ, ଏନଡିଏକୁ…
ରାଞ୍ଚି,୨।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ଆରଜେଡିର ସତ୍ୟନନ୍ଦ ଭୋକ୍ତା…
ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ନବନିଯୁକ୍ତି ଉପଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ…
ବିଶାଖାପାଟନମ,୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। ବେନ…
ମେଲବୋର୍ନ,୨।୧ :ଅଷ୍ଟ୍ରେଲିଆ ଗସ୍ତରେ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ୧-୧ ଡ୍ରରେ ହେବା ପରେ ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ…
ଲକ୍ଷ୍ନୌ,୨।୨: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଗଠନ ହୋଇଛି ଏବଂ ଆସନ ଭାଗବଣ୍ଟାକୁ ନେଇ କସରତ ଚାଲିଛି।…
ବାରାଣସୀ,୨ା୨: ଜ୍ଞାନବାପି ମସ୍ଜିଦ୍ର ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ ମୁସ୍ଲିମ୍ ପକ୍ଷର ଆବେଦନ ଉପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା।…
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ରଣଥମ୍ବୋର…
ନୂଆଦିଲ୍ଲୀ,୨।୨: ରାଜନୀତିରେ ଏଣ୍ଟ୍ରି ମାରିଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଶୁକ୍ରବାର ବିଜୟ ନିଜର ରାଜନୈତିକ ଦଳ 'ତାମିଝା ଭେଟ୍ରି…
ମୁମ୍ବାଇ,୨।୨: ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯେତେ ବୁଝାଶୁଝା ପରେ ମଧ୍ୟ ପୁଅ ଅବାଟରେ ଯିବାରୁ ବାପା ୧୪ ବର୍ଷ ପୁଅଙ୍କୁ ଥଣ୍ଡା…