‘ଯୁଦ୍ଧ ନ ଜିତିବା ପର୍ଯ୍ୟନ୍ତ ଆମକୁ କେହି ରୋକି ପାରିବେ ନାହିଁ’

ଜେରୁଜେଲମ୍‌,୧୪ା୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ବିଜୟ ହାସଲ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ…

ଅର୍ଜୁନ ଆଓ୍ବାର୍ଡ ଲିଷ୍ଟରେ ସାମିଲ ହେଲେ ଶାମି

ନୂଆଦିଲ୍ଲୀ,୧୪।୧୨: ଚଳିତ ବର୍ଷ ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ ଭାବେ ନିଜକୁ ପ୍ରମାଣିତ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇ ଶାମି…

ଭାଇ ଆଉ ମାମା: ଶିବରାଜ ୨୪ ଘଣ୍ଟାରେ ୨ ଥର ବଦଳାଇଲେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ…

ଭୋପାଳ,୧୪।୧୨ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ପରେ, ପ୍ରଥମ କ୍ୟାବିନେଟ ବୈଠକରେ ସେ ଅନେକ ବଡ଼…

ସଂସଦ ସୁରକ୍ଷା ତ୍ରୁଟି ଘଟଣା: ପୋଲିସକୁ ଚମକାଇଦେଲା ଭଳି ବୟାନ ଦେଲେ ଅଭିଯୁକ୍ତ, ମୋଦିଙ୍କୁ…

ନୂଆଦିଲ୍ଲୀ,୧୪।୧୨: ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି। ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଶେଷ କରି…

ମର୍ନିଂ ଓ୍ବାକ୍‌ ଯାଇ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର,୧୪ା୧୨(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅଞ୍ଚଳରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଆଜି ଭୋର୍‌ ସମୟରେ ହଳଦା ଥାନା ଅନ୍ତର୍ଗତ ୨୨୦ ନଂ…

‘ରାମ ଭଜନ ସୁଖଦାଇ ଭଜୋ ରେ ମେରେ ଭାଇ …’, ଶିବରାଜଙ୍କ ଭଜନ ଭିଡିଓ ଭାଇରାଲ…

ଭୋପାଳ,୧୪।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ବହୁମତ ପାଇବା ପରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଅନେକ ଦିନର ଆଲୋଚନା ପରେ ଭାଜପା…

କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କୋରାପୁଟ,୧୪ା୧୨(ଅସମାପିକା ସାହୁ/ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କୋରାପୁଟ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା।…

ରତନ ଟାଟାଙ୍କ ଡ୍ରିମ ପୋଜେକ୍ଟ ଟାଟା ନାନୋକୁ ପ୍ରସ୍ତୁତ କରିଥିଲେ ଏହି ବ୍ୟକ୍ତି, ଏବେ ଅଛନ୍ତି ଇଡି

ନୂଆଦିଲ୍ଲୀ,୧୪।୧୨: ରତନ ଟାଟା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ସମସ୍ତେ ରତନ ଟାଟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରନ୍ତ। ରତନ ଟାଟାଙ୍କ…

ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ

ଫୁଲବାଣୀ,୧୪ା୧୨(ରାକେଶ କୁମାର ରାଉତ): କେକେବିନ ସଂଗଠନର ଦୁଇ ମାଓବାଦୀ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ।…

ପାଣି ମଝିରେ କ୍ରିକେଟ୍‌ ଖେଳିଲେ ଯୁବକ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପିଲାମାନଙ୍କୁ ରାସ୍ତାରେ, ଘରର ବଗିଚାରେ, ଛାତରେ, ପଡ଼ିଆରେ ଏବଂ କ୍ଷେତରେ ମ୍ୟାଚ ଖେଳୁଥିବା ଦେଖିଥିବେ। କିନ୍ତୁ କେବେ ପିଲାମାନଙ୍କୁ ଏପରି ଏକ ସ୍ଥାନରେ କ୍ରିକେଟ ଖେଳୁଥିବା ଦେଖିଥିବେ…