ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ

କେପ୍‌ ଟାଉନ୍‌, ୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ ଟେଷ୍ଟ। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଏକ ଇନିଂସ…

ଲାଲ ଗ୍ରହରେ ଇତିହାସ ରଚିଲେ ଭାରତୀୟ ମହିଳା

ଓ୍ବାଶିଂଟନ,୨।୧: ଭାରତର ଝିଅ ରେଡ ପ୍ଲାନେଟ ବା ଲାଲ ଗ୍ରହରେ ଇତିହାସ ସୃଷ୍ଟି କରିଛନ୍ତି। ନାସାର ବୈଜ୍ଞାନିକ ଡକ୍ଟର ଅକ୍ଷତା କୃଷ୍ଣମୂର୍ତ୍ତି ମଙ୍ଗଳ ଗ୍ରହରେ ରୋଭର ଚଳାଇବାରେ…

୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ

ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍‌ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ…

ବଫର୍ ଷ୍ଟକ୍ ପାଇଁ ୨୫,୦୦୦ ଟନ୍ ପିଆଜ କିଣିଲେଣି ସରକାର

ନୂଆଦିଲ୍ଲୀ,୧ା୧: ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍ ବଜାୟ ରଖିବା ଏବଂ ବଜାରରେ ହସ୍ତକ୍ଷେପ କରିବା ପାଇଁ ବିପୁଳ…

ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ,୧ା୧(ପି.ଟି): ୨୦୨୩ ମେ ମାସ ୨୦ ତାରିଖରେ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଲରିବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଘୋସଣା ସମୟରେ ୨,୦୦୦…

ଆୟୋଜନ ହେବ ଜାତୀୟ ଟୁର୍ନାମେଣ୍ଟ, କ୍ରୀଡା ମନ୍ତ୍ରାଳୟ ଓ ଆଡ୍‌ହକ୍‌ ପ୍ୟାନେଲକୁ ଜାଣିନୁ: ସଞ୍ଜୟ

ନୂଆଦିଲ୍ଲୀ,୧ା୧(ପି.ଟି): ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ସଞ୍ଜୟ ସିଂ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତି ଫଳରେ ଡବ୍ଲ୍ୟୁଏଫ୍‌ଆଇର ଭବିଷ୍ୟତ…

ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୧: ଦିଲ୍ଲୀର ଆଇନଜୀବୀ ବିଶାଲ ତିଓ୍ବାରି ୩ ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାର୍ଲାମେଣ୍ଟର ସଦ୍ୟସମାପ୍ତ ଶୀତ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ ହେବା…

ବାଲିରେ ବଡସିଂହାର ବେଶ

ନବବର୍ଷ ୨୦୨୪ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ଵଡସିଂହାର ବେଶ। ଏହି ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର,୧ା୧ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ…

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ…