IND vs ENG: ଇଂଲଣ୍ଡକୁ ବଡ ଝଟକା, ମ୍ୟାଚ ବେଳେ ଏହି ଖେଳାଳି ହେଲେ ଆହତ

ହାଇଦ୍ରବାଦ, ୨୭।୧: ଇଂଲଣ୍ଡ ସ୍ପିନ ବୋଲିଂ କୋଚ୍‌ ଜିତନ ପଟେଲ ପ୍ରକାଶ କରିଛନ୍ତି ଯେ ବାମହାତୀ ସ୍ପିନର ଜ୍ୟାକ ଲିଚ୍‌ଙ୍କ ଆଣ୍ଠୁରେ ଗଭୀର ଆଘାତ ପାଇଛନ୍ତି। ଇଂଲଣ୍ଡ…

ପପ କୁଇନଙ୍କୁ ପଦ୍ମଶ୍ରୀ

ମୁମ୍ବାଇ: ପଦ୍ମଶ୍ରୀ ୨୦୨୪ ପାଇଁ ବଲିଉଡ ଗାୟିକା ଉଷା ଉଥୁପଙ୍କୁ ଭାରତ ସରକାର ଚୟନ କରିଛନ୍ତି। ଗତକାଲି ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଉଷା ଉଥୁପଙ୍କ ନାମ ମଧ୍ୟ…

ରାମଲାଲାଙ୍କୁ ମିଳିଲା ୩୫୦୦ କୋଟିରୁ ଅଧିକ ଦାନ, ୧୦ ଗୁଣା ବଢିଲା ଭକ୍ତଙ୍କ ସଂଖ୍ୟା

ଅଯୋଧ୍ୟା,୨୭।୧: ଧାର୍ମିକ ସହର ଅଯୋଧ୍ୟାରେ ପ୍ରସିଦ୍ଧ ରାମ ମନ୍ଦିର ଉଦଘାଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜାନୁୟାରୀ ୨୨ ରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା…

ଉଭୟ ପକ୍ଷଙ୍କୁ ମିଳିଲା ଏଏସ୍‌ଆଇ ସର୍ଭେ ରିପୋର୍ଟ

ବାରାଣସୀ,୨୭।୧: ପୂର୍ବରୁ ଥିବା ମନ୍ଦିରର ଭଗ୍ନାବଶେଷ ଉପରେ ଜ୍ଞାନବାପି ମସ୍‌ଜିଦ ନିର୍ମାଣ ହୋଇଥିବା ଏଏସ୍‌ଆଇ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ ଏହା…

ନୀତୀଶ ଇଣ୍ଡିଆ ମେଣ୍ଟରେ ରହିଥିଲେ ପ୍ରଧାନମନ୍ତ୍ରୀ ହୋଇ ପାରିଥାଆନ୍ତେ, ସେଠି ଯାଇ କ’ଣ ମିଳିବ: ଅଖିଳେଶ

ଲକ୍ଷ୍ନୌ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗଦେବା ନେଇ ଗୁଜବ ଆରମ୍ଭ ହୋଇଛି। ସେପଟେ ପୂର୍ବତନ ଉତ୍ତର ପ୍ରଦେଶି ମୁଖ୍ୟମନ୍ତ୍ରୀ ତଥା ଏସପି…

କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କଲା ଦକ୍ଷିଣ ଆଫ୍ରିକା, ରାମାଫୋସା କହିଲେ ଏହା ନ୍ୟାୟ ଆଡକୁ ଗୋଟିଏ ପାଦ

ପେକଟାଉନ,୨୭।୧: ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ପରେ ଦକ୍ଷିଣ ଆଫ୍ରିକାର ବୟାନ ସାମ୍ନାକୁ ଆସିଛି। ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଜନଶୁଣାଣି ଅଭିଯୋଗକୁ ଆଫ୍ରିକା ଯଥାର୍ଥ ପ୍ରମାଣିତ କରିଛି। ଏହା…

ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୭।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜେଲରେ ଥିବା ନେତାମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫେବୃଆରୀ…

ଟ୍ରମ୍ପଙ୍କୁ ଝଟକା, ମାନହାନି ମାମଲାରେ ଦେବାକୁ ପଡିବ ୮୩ ମିଲିୟନ ଡଲାରର କ୍ଷତିପୂରଣ

ଓ୍ବାଶିଂଟନ୍‌,୨୭।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କୁ ବର୍ତ୍ତମାନ ଲେଥିକା ଇ ଜିନ କାରୋଲଙ୍କ ବଳାତ୍କାର ଏବଂ ମାନହାନି ମାମଲାରେ ୮୩.୩…

୯ଟାରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର,୨୭ା୧(ବି.ଶଙ୍କର): ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ…

ପଡିଆରେ ଖେଳୁଥିଲା ବଲ, ବ୍ୟାଟସ ମ୍ୟାନ ନେଳେ ୩ ରନ, ପ୍ୟାଟ କମିନ୍ସ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୧: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ମିଳିଥାଏ ଯାହାକୁ ଦେଖିବାକୁ ଆମେ ବାଧ୍ୟ ହୋଇଥାଉ। ଏହିପରି କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିପାରେ,…