ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୧।୨: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୧୦ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି)…

ମହିଳାଙ୍କୁ ପରିଚୟ ଦେଇଛି କନ୍ଧମାଳ ଷ୍ଟ୍ରବେରି

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମୁଛି। ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ…

ବ୍ୟବସାୟିକ ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧।୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ…

ପ୍ରତି ଷ୍ଟଲ୍‌ରେ ଆଦିବାସୀ ସଶକ୍ତର କାହାଣୀ

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀର ମୁଖ୍ୟ ଆକର୍ଷଣ ପାଲଟିଛି ଆଦିବାସୀ ମେଳା। ଅପରାହ୍ନଠୁ ନେଇ ରାତି ୯ଟା ଯାଏ ମେଳାରେ ଲୋକଙ୍କ ସମାଗମ ଲାଗି ରହୁଛି। ଆଦିବାସୀ ସଂସ୍କୃତି,…

ଦୃଷ୍ଟିହୀନଙ୍କ ପତ୍ତା ମିଳୁନି, ପରିବାର ସଦସ୍ୟଙ୍କୁ ତାଲା

ଭୁବନେଶ୍ବର, ୧।୨ (ବନ୍ଦନା ସେଠୀ)ସେବା ବଦଳରେ ଦାଦାଗିରି କଲାଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସୁରକ୍ଷା ନାଁରେ ବାଉନ୍‌ସର ଓ ଗୁଣ୍ଡାଙ୍କୁ ମଧ୍ୟ ପୋଷା ଗଲାଣି। ମଙ୍ଗଳବାର…

ଓଡ଼ିଆ ଭାଷା, ସଂସ୍କୃତିର ସମ୍ମେଳନ ‘ଏକାମ୍ର ଉତ୍ସବ’: ୩ରୁ ଆରମ୍ଭ

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଆ ଭାଷା, କଳା ଓ ସଂସ୍କୃତି ସହ ମନୋରଞ୍ଜନର ଖୋରାକ ଯୋଗାଇବ ‘ଏକାମ୍ର ଉତ୍ସବ’। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…

ସକାଳ ୮ରୁ ୧୨ ଘଣ୍ଟା ବନ୍ଦ ରହିବ ସବୁ କ୍ରଶର

ଖୋର୍ଦ୍ଧା, ୧।୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧାରେ ଛତୁ ଫୁଟିବା ଭଳି କ୍ରଶରଗୁଡ଼ିକ ଗଢିଉଠୁଛି। ଦିନରାତି କ୍ରଶର ଚାଲିବା ଫଳରେ ବାୟୁ ପ୍ରଦୂଷଣ ବଢୁଛି। ଗଛଲତାରେ ଧୂଳି ଆସ୍ତରଣ ଜମୁଛି। ସରକାରୀସ୍ତରରେ…

ବାଇକ୍‌ ଚୋରି କରୁଥିଲେ ମୋମୋ ଦୋକାନୀ

ଭୁବନେଶ୍ୱର,୧।୨(ସୂର୍ଯ୍ୟକାନ୍ତ ବେହେରା)ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ବାଇକ ଚୋରି କରୁଥିବା ଅଭିଯୁକ୍ତକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଛି।…

ଯିଏ ଭାଜପା ସହିତ ନ ରହିବେ ସେ ଜେଲ ଯିବେ, ବିରୋଧୀ ଦଳର ନେତା ଏବେ ଭୟଭୀତ…

ନୂଆଦିଲ୍ଲୀ,୧।୨ : ହେମନ୍ତ ସୋରେନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ସାତ ଘଣ୍ଟାରୁ ଅଧିକ ପଚରାଉଚରା ପରେ ଇଡି ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଗିରଫ କରିଛି।…