୪୬ ବର୍ଷରେ ବି ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨।୨: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ସେ ଯେତେବେଳେ ପଡ଼ିଆକୁ ଆସନ୍ତି,ବୋଲରମାନଙ୍କୁ ଅଡୁଆରେ ପକାନ୍ତି। ଆଫ୍ରିଦି ଇନିଂସର ପ୍ରଥମ ବଲରୁ…

ଦିଦିଙ୍କ ହୁଙ୍କାର: ଆମେ ଏକୁଟିଆ ଲଢିବୁ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ,୨।୨: ଆଗକୁ ଲୋକସଭା ନିର୍ବାଚନ ଆସୁଛି। ବିରୋଧୀ ଦଳ ‘ଇଣ୍ଡିଆ’ରେ ଉପସ୍ଥିତ ଥିବା ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଅସନ୍ତୋଷ ଜାରି ରହିଛି। ତୃଣମୂଳ…

ପାର୍କରେ ବଢୁଛି ଅସାମାଜିକ କାର୍ଯ୍ୟ

ରାଉରକେଲା,୨।୨(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଖାଲି ପଡିଥିବା ଜାଗାଗୁଡିକୁ ଆରଏମ୍‌ସି ପକ୍ଷରୁ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ପାଇଁ ପାର୍କ ତିଆରି କରାଯାଇଛି। କିନ୍ତୁ ରାତି…

କଳାକୃତି ଗ୍ରାମରୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ଢେଙ୍କାନାଳ,୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ସବୁଜିମାଭରା ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ସପ୍ତଶଯ୍ୟା ପଞ୍ଚାୟତରେ ଏହି ପର୍ଯ୍ୟଟନସ୍ଥଳୀ…

୫ ଶ୍ରେଣୀକୁ ଜଣେ ଶିକ୍ଷକ

ବଇଣ୍ଡା,୨ା୨ (ପରିକ୍ଷିତ ସାହୁ): ୫ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଦୀର୍ଘଦିନ ହେଲା ଏପରି ଅବ୍ୟବସ୍ଥାରେ ଚାଲିଛି ଅନୁଗୋଳ ଜିଲା କିଶୋରନଗର…

ରାଠୀର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨।୨: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ରାଠୀ ଷ୍ଟିଲ୍‌ ଆଣ୍ଡ ଆପ୍ଲାଏନ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ‘ରାଠୀ ଷ୍ଟିଲ୍‌’ ଗୁରୁବାର ସମ୍ବଲପୁର ଜିଲାର ବୁଢ଼ାରାଜାଠାରେ ଉଦ୍‌ଘାଟିତ ହୋଇଯାଇଛି।…

ସମ୍ବିତଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର,୨।୨ (ତପନ ସ୍ବାଇଁ):ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ର ୭ମ ରାଉଣ୍ଡ ଖେଳ ଗୁରୁବାର ଶେଷ ହୋଇଛି। ସପ୍ତମ ରାଉଣ୍ଡ…

ନରାକାସ୍‌ ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି।…

ଦର ବଢ଼ିବାରୁ କମିଛି ବେପାର

ବ୍ରହ୍ମପୁର,୨ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ବଜାରରେ ରସୁଣର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟି ଚିନ୍ତିତ ହୋଇଛନ୍ତି। ସେପଟେ ଦର ଅଧିକ ଥିବାରୁ ରିଟେଲ…

ହରମନପ୍ରୀତ ଅଧିନାୟକ

ଭୁବନେଶ୍ୱର, ୨।୨(ତପନ ସ୍ବାଇଁ):ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ହକି ଦଳ…